बुधवार, दिसंबर 04 2024 | 02:24:35 PM
Breaking News
Home / Choose Language / Odia (page 2)

Odia

Odia

ଭାରତ ସରକାର ଜାତୀୟ ଚିପ୍ ଡିଜାଇନ୍ ଭିତ୍ତିଭୂମିକୁ ସିଧାସଳଖ ଆକସେସ୍ ସହିତ ସେମିକଣ୍ଡକ୍ଟର ଡିଜାଇନ୍ କମ୍ୟୁନିଟି ପାଇଁ ସୃଷ୍ଟି କରୁଛନ୍ତି ଅନୁକୂଳ ପରିବେଶ

ସି-ଡାକ୍ ରେ ସ୍ଥାପିତ ଏକ ବୃହତ୍ତମ ସୁବିଧା ଚିପ୍ଇନ୍ ସେଣ୍ଟର, ସେମିକଣ୍ଡକ୍ଟର ଡିଜାଇନ୍ ୱାର୍କଫ୍ଲୋ ଏବଂ ସମାଧାନର ଏକ ବିସ୍ତୃତ ପରିସର ପ୍ରଦାନ କରେ, ଯାହା ସାରା ଦେଶରେ ସେମିକଣ୍ଡକ୍ଟର ଡିଜାଇନ୍ ସମୁଦାୟକୁ ସିଧାସଳଖ ଜାତୀୟ ଚିପ୍ ଡିଜାଇନ୍ ଭିତ୍ତିଭୂମି ଆଣିବାକୁ ପ୍ରୟାସ କରିଥାଏ । ଏହା ଏକ କେନ୍ଦ୍ରୀଭୂତ ସୁବିଧା ଯାହା ସମଗ୍ର ଚିପ୍ ଡିଜାଇନ୍ ଚକ୍ର (୫ ଏନଏମ କିମ୍ବା ଉନ୍ନତ ନୋଡ୍ ପର୍ଯ୍ୟନ୍ତ) ପାଇଁ ସବୁଠାରୁ ଉନ୍ନତ ଉପକରଣ …

Read More »

ନୂଆଦିଲ୍ଲୀରେ ଏନଏଏଫଏସସିଓବି ର ହୀରକ ଜୟନ୍ତୀ ଉତ୍ସବ ଏବଂ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡିକର ଜାତୀୟ ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ନ୍ୟାସନାଲ୍ ଫେଡେରେସନ ଅଫ୍‌ ଷ୍ଟେଟ୍ କୋପରେଟିଭ୍ ବ୍ୟାଙ୍କସ ଲିମିଟେଡ୍ (ଏନଏଏଫଏସସିଓବି)ର ହୀରକ ଜୟନ୍ତୀ ସମାରୋହ ଏବଂ ଗ୍ରାମୀଣ ସମବାୟ ବ୍ୟାଙ୍କ ଗୁଡ଼ିକର ଜାତୀୟ ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଏବଂ ମୁରଲୀଧର ମୋହୋଲ ଏବଂ ସମବାୟ ମନ୍ତ୍ରଣାଳୟର ସଚିବଙ୍କ ସମେତ ବହୁ …

Read More »

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଜୀ, ଜଷ୍ଟିସ ବିଆର ଗବାଇ ଜୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ, ଆଟର୍ଣ୍ଣି ଜେନେରାଲ ଶ୍ରୀ ଭେଙ୍କଟ ରମଣ ଜୀ, ବାର୍ କାଉନସିଲର ଅଧ୍ୟକ୍ଷ ମନନ କୁମାର ମିଶ୍ର ଜୀ, ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ଶ୍ରୀ କପିଲ ସିବଲ ଜୀ, ସୁପ୍ରିମକୋର୍ଟର ବିଚାରପତିିଗଣ, ପୂର୍ବତନ ପ୍ରଧାନ ବିଚାରପତିଗଣ ଏବଂ …

Read More »

ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୬, ୨୦୨୪) ସଂସଦ ଭବନର ସେଣ୍ଟ୍ରାଲ ହଲରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ୭୫ ବର୍ଷ ପୂର୍ବେ ଆଜିର ଦିନରେ ‘ସମ୍ବିଧାନ ସଦନ’ର ଏହି ସେଣ୍ଟ୍ରାଲ ହଲ୍ ରେ ସମ୍ବିଧାନ ସଭା ଏକ ନୂଆ ସ୍ୱାଧୀନ ଦେଶ ପାଇଁ ସମ୍ବିଧାନ ପ୍ରଣୟନର ବିଶାଳ କାର୍ଯ୍ୟ ସମ୍ପାଦନ କରିଥିଲା। ସେଦିନ ସମ୍ବିଧାନ ସଭା ମାଧ୍ୟମରେ ଆମେ …

Read More »

୭୫ତମ ସମ୍ବିଧାନ ଦିବସ ଅବସରରେ ମାଇଁ ଭାରତ ଯୁବ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆୟୋଜିତ ‘ହମାରା ସମ୍ବିଧାନ ହମାରା ସ୍ୱାଭିମାନ’ ପଦଯାତ୍ରାର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ

୭୫ତମ ସମ୍ବିଧାନ ଦିବସ ପାଳନ ଅବସରରେ ଆଜି ନୂଆଦିଲ୍ଲୀରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ୬ କିଲୋମିଟର ଲମ୍ବା ପଦଯାତ୍ରାରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ‘ହମାରା ସମ୍ବିଧାନ ହମାରା ସ୍ୱାଭିମାନ’ ଶୀର୍ଷକ ଏହି ପଦଯାତ୍ରା କର୍ତ୍ତବ୍ୟ ପଥ ଓ ଇଣ୍ଡିଆ ଗେଟ୍ ଦେଇ ଯାଇଥିଲା। ଏହି ପଦଯାତ୍ରାରେ ୧୦,୦୦୦ ରୁ ଅଧିକ ମାଇଁ ଭାରତ ଯୁବ ସ୍ୱେଚ୍ଛାସେବୀଙ୍କ ସମେତ ବିଶିଷ୍ଟ ଯୁବ ନେତା, କେନ୍ଦ୍ରମନ୍ତ୍ରୀ ଏବଂ …

Read More »

‘ନଇ ଚେତନା – ପହଲ ବଦଲାଓ କି’ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ତଥା କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଏକ ମାସ ଧରି ଚାଲିବାକୁ ଥିବା ଜାତୀୟ ଅଭିଯାନ ‘ନଇ ଚେତନା- ପହଲ ବଦଲାଓ କି’ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ ଏବଂ ଡ. ଚନ୍ଦ୍ରଶେଖର ପେମସାଣି ଯୋଗ ଦେଇଥିଲେ। ଗ୍ରାମ୍ୟ …

Read More »

ଯୋଗାଯୋଗ ଉପଲବ୍ଧ କରିବା, ଯାତ୍ରାକୁ ସହଜ କରିବା, ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା, ତୈଳ ଆମଦାନୀ ହ୍ରାସ କରିବା ଏବଂ CO2 ନିର୍ଗମନ ହ୍ରାସ କରିବା ପାଇଁ ଭାରତୀୟ ରେଳପଥରେ ତିନୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ରେଳ ମନ୍ତ୍ରଣାଳୟର ମୋଟ ୭୯୨୭ କୋଟି ଟଙ୍କା (ପାଖାପାଖି) ତିନୋଟି ପ୍ରକଳ୍ପକୁ ଅନୁମୋଦନ କରିଛି । ପ୍ରକଳ୍ପଗୁଡ଼ିକ ହେଲା: . ଜଳଗାଓଁ – ମନମନ ୪ର୍ଥ ଲାଇନ (୧୬୦ କିଲୋମିଟର) ୨. ଭୁସାଓ୍ଵାଲ – ଖଣ୍ଡୱା ୩ୟ ଏବଂ ୪ର୍ଥ ଲାଇନ୍ (୧୩୧ କିଲୋମିଟର) ୩. ପ୍ରୟାଗରାଜ (ଇରାଦତଗଞ୍ଜ) – ମାଣିକପୁର ୩ୟ ଲାଇନ୍ (୮୪ କିମି) ପ୍ରସ୍ତାବିତ ମଲ୍ଟି ଟ୍ରାକିଂ ପ୍ରକଳ୍ପ ଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ …

Read More »

ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ (ଓଏନ୍ଓଏସ୍)କୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ ଅନୁମୋଦନ ମିଳିଛି । ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ । ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ …

Read More »

ଅଟଳ ଇନୋଭେସନ ମିଶନ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୀତି ଆୟୋଗ ତତ୍ତ୍ୱାବଧାନରେ ଏହାର ପ୍ରମୁଖ ପଦକ୍ଷେପ ଅଟଳ ଇନୋଭେସନ ମିଶନ (ଏଆଇଏମ୍)ର କାର୍ଯ୍ୟ ପରିସର ବୃଦ୍ଧି କରିବା ଏବଂ ଏହାକୁ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ପାଇଁ ଜାରି ରଖିବାକୁ ୨,୭୫୦ କୋଟି ଟଙ୍କାର ଆବଣ୍ଟିତ ବଜେଟ୍ ପ୍ରସ୍ତାବ ସହ ମଞ୍ଜୁର କରାଯାଇଛି । ଏଆଇଏମ୍ ୨.୦ ହେଉଛି ବିକଶିତ ଭାରତ ଦିଗରେ ଏକ ପଦକ୍ଷେପ ଯାହା ଭାରତର ସକ୍ରିୟ ଉଦ୍ଭାବନ ଏବଂ ଉଦ୍ୟୋଗ ପରିବେଶକୁ ବିସ୍ତାର, ସୁଦୃଢ଼ ଏବଂ ଗଭୀର କରିବାକୁ ଲକ୍ଷ୍ୟ ରଖିଛି । ଏହି …

Read More »

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନମସ୍କାର ବନ୍ଧୁଗଣ, ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି ଏବଂ ବାତାବରଣ ମଧ୍ୟ ଶୀତଳ ରହିବ। ଆମେ ୨୦୨୪ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ ଏବଂ ଦେଶ ଅଧିକ ଉତ୍ସାହର ସହିତ ଅଧିକ ଶକ୍ତି ଓ ଉତ୍କଣ୍ଠିତ ଭାବରେ ୨୦୨୫କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି। ବନ୍ଧୁଗଣ, ସଂସଦର ଏହି ଅଧିବେଶନ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆମ ସମ୍ବିଧାନର ୭୫ ବର୍ଷର ଯାତ୍ରା, ଯେତେବେଳେ କି ଏହା …

Read More »