ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ସଶସ୍ତ୍ର ବାହିନୀର ଅଧିକାରୀ/ଯବାନଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ କବିତା, ଚିତ୍ର, ପ୍ରବନ୍ଧ, ଭିଡିଓ ଇତ୍ୟାଦି ପଠାଇଛନ୍ତି। ବୀର ପୁରସ୍କାର ବିଜେତାଙ୍କ ବୀରତ୍ୱ, ନିଃସ୍ୱାର୍ଥପର ତ୍ୟାଗ ଓ ସାହସର ପ୍ରେରଣାଦାୟୀ କାହାଣୀ ଏବଂ ଏହି ବୀର ଯବାନମାନଙ୍କ ଜୀବନ କାହାଣୀକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା …
Read More »