ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବ ପିଢ଼ିଙ୍କୁ ଏକ କ୍ୱିଜ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ଏହା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେମାନଙ୍କର ବିଶେଷ ଯୋଗଦାନ ହେବ ବୋଲି ସେ କହିଛନ୍ତି ।
ଏକ୍ସର ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି:
“ମୋ ଯୁବ ବନ୍ଧୁମାନେ,
ଏକ ମଜାଦାର କ୍ୱିଜ ଅଛି, ଯାହାକି ଆପଣମାନଙ୍କୁ ୨୦୨୫ ଜାନୁଆରୀ ୧୨ ତାରିଖରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶ ବିଶେଷ ହେବାର ସୁଯୋଗ ଦେବ ।
mybharat.gov.in
ଏହା ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଥିରେ କି ଉଚ୍ଚ ସରକାରୀ ସ୍ତରରେ ଆପଣଙ୍କର ନବାଚାର ଚିନ୍ତାଧାରାକୁ ପହଞ୍ଚାଇବାର ସୁଯୋଗ ରହିଛି ।
ଆବର ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ମଧ୍ୟ ହେବ ଆପଣମାନଙ୍କର ସ୍ୱତନ୍ତ୍ର ଯୋଗଦାନ ।
भारत : 1885 से 1950 (इतिहास पर एक दृष्टि) व/या भारत : 1857 से 1957 (इतिहास पर एक दृष्टि) पुस्तक अपने घर/कार्यालय पर मंगाने के लिए आप निम्न लिंक पर क्लिक कर सकते हैं
ऑडियो बुक : भारत 1885 से 1950 (इतिहास पर एक दृष्टि)