ਪੈਨਸ਼ਨਰਜ਼ ਦੇ ਡਿਜੀਟਲ ਸਸ਼ਕਤੀਕਰਣ ਲਈ ਜੀਵਨ ਪ੍ਰਮਾਣ (Jeevan Pramaan) ਪ੍ਰਧਾਨ ਮੰਤਰੀ ਸ਼੍ਰੀ ਨਰੇਂਦਰ ਮੋਦੀ ਦਾ ਵਿਜ਼ਨ ਹੈ। ਪੈਨਸ਼ਨ ਵੰਡ ਕਰਨ ਵਾਲੇ ਬੈਂਕ, ਪੈਨਸ਼ਨ ਅਤੇ ਪੈਨਸ਼ਨਰਜ਼ ਭਲਾਈ ਵਿਭਾਗ, ਕੰਟਰੋਲਰ ਜਨਰਲ ਆਫ ਡਿਫੈਂਸ ਅਕਾਊਂਟਸ, ਰੇਲਵੇ ਮੰਤਰਾਲਾ, ਡਿਪਾਰਟਮੈਂਟ ਆਫ ਟੈਲੀਕੌਮ, ਡਾਕ ਵਿਭਾਗ, ਆਈਆਈਪੀਬੀ, ਯੂਆਈਡੀਏਆਈ ਅਤੇ ਪੈਨਸ਼ਨਰਜ਼ ਵੈੱਲਫੇਅਰ ਐਸੋਸੀਏਸ਼ਨਜ਼ ਦੇ ਸਾਰੇ ਪ੍ਰਮੁੱਖ ਸਟੇਕਹੋਲਡਰ ਡਿਜੀਟਲ …
Read More »ড: মনসুখ মান্ডবিয়া ‘বিকশিত ভারত ইয়াং লিডার্স ডায়ালগ’, একটি নবরূপে জাতীয় যুব উৎসব ২০২৫-এর ঘোষণা করেছেন
নতুন দিল্লিতে আজ এক সাংবাদিক সম্মেলনে কেন্দ্রীয় যুব বিষয়ক এবং ক্রীড়ামন্ত্রী শ্রী মনসুখ মান্ডবিয়া একটি রূপান্তরকারী নবরূপের জাতীয় যুব উৎসব ২০২৫-এর ঘোষণা করেছেন। ভবিষ্যত ভারত নির্মাণে যুব সমাজের আরও বেশি করে অংশগ্রহণে প্রধানমন্ত্রীর ভাবনা পুনরায় তুলে ধরেছেন তিনি। নবরূপের এই উৎসবকে বলা হবে ‘বিকশিত ভারত ইয়াং লিডার্স ডায়ালগ’। এই প্রাণবন্ত …
Read More »ডিজিটাল ক্ষমতায়নের মাধ্যমে অবসরপ্রাপ্তদের সহজ জীবন-যাপন : ডিএলসি অভিযান ৩.০ দ্বিতীয় সপ্তাহে মাইলফলক অর্জন করেছে
অবসরপ্রাপ্তদের ডিজিটাল ক্ষমতায়নের জন্য জীবন প্রমাণ প্রধানমন্ত্রী শ্রী নরেন্দ্র মোদীর ভাবনা। সংশ্লিষ্ট সব পক্ষ – অবসর ভাতা প্রদাতা ব্যাঙ্ক, অবসর ভাতা ও অবসরপ্রাপ্তদের কল্যাণ দফতর, কন্ট্রোলার জেনারেল অফ ডিফেন্স অ্যাকাউন্টস, রেলমন্ত্রক, টেলিকম দফতর, ডাক বিভাগ, আইআইপিবি, ইউআইডিএআই এবং পেনশনার্স ওয়েলফেয়ার অ্যাসোসিয়েশনস সরকারের সঙ্গে মিলে অবসরপ্রাপ্তদের ডিজিটাল ক্ষমতায়নের ভাবনাকে সফল করতে …
Read More »ಬೆಂಗಳೂರಿನ ಭಾರತೀಯ ಮಾನಕ ಬ್ಯೂರೋ (ಬಿಐಎಸ್) ನಿಂದ ರಾಷ್ಟ್ರೀಯ ಪತ್ರಿಕಾ ದಿನ 2024 ಆಚರಣೆ
ಬೆಂಗಳೂರಿನ ಭಾರತೀಯ ಮಾನಕ ಬ್ಯೂರೋ (ಬಿಐಎಸ್) ಇಂದು ರಾಷ್ಟ್ರೀಯ ಪತ್ರಿಕಾ ದಿನ 2024 ಅನ್ನು ದೂರದರ್ಶನ, ಆಕಾಶವಾಣಿ, ಇಂಡಿಯನ್ ಎಕ್ಸ್ಪ್ರೆಸ್ ಪ್ರಾದೇಶಿಕ ಮತ್ತು ಇತರ ಪ್ರಮುಖ ಮಾಧ್ಯಮ ಸಂಸ್ಥೆಗಳೊಂದಿಗೆ ಮಾಧ್ಯಮ ವೃತ್ತಿಪರರನ್ನು ಒಟ್ಟುಗೂಡಿಸುವ ಆಕರ್ಷಕ ಕಾರ್ಯಕ್ರಮ ಏರ್ಪಡಿಸಿತ್ತು. ಸಮಾಜದಲ್ಲಿ ಮಾಧ್ಯಮದ ನಿರ್ಣಾಯಕ ಪಾತ್ರವನ್ನು ಗೌರವಿಸಲು ನಡೆದ ಈ ಕಾರ್ಯಕ್ರಮದಲ್ಲಿ, ಪ್ರೆಸ್ ಕ್ಲಬ್ ಸದಸ್ಯರು, ಪತ್ರಕರ್ತರು ಮತ್ತು ವರದಿಗಾರರು ಸೇರಿದಂತೆ 13 ಪ್ರಮುಖರು ಪಾಲ್ಗೊಂಡಿದ್ದರು. ಗುಣಮಟ್ಟದ ಮಾನದಂಡಗಳು ಮತ್ತು ಗ್ರಾಹಕರ ರಕ್ಷಣೆ, …
Read More »ಯೋಗ ಮತ್ತು ನ್ಯಾಚುರೋಪಥಿ ಕುರಿತಾದ ಕೇಂದ್ರೀಯ ಸಂಶೋಧನಾ ಮಂಡಳಿಯಿಂದ ನಾಗಮಂಗಲದಲ್ಲಿ 7ನೇ ನ್ಯಾಚುರೋಪಥಿ ದಿನಾಚರಣೆ
ಕೇಂದ್ರ ಆಯುಷ್ ಸಚಿವಾಲಯದ ಯೋಗ ಮತ್ತು ನ್ಯಾಚುರೋಪಥಿ ಕುರಿತಾದ ಕೇಂದ್ರ ಸಂಶೋಧನಾ ಮಂಡಳಿ ವತಿಯಿಂದ ನಾಗಮಂಗಲದ ಕೇಂದ್ರ ಯೋಗ ಮತ್ತು ನ್ಯಾಚುರೋಪಥಿ ಸಂಶೋಧನಾ ಕೇಂದ್ರದಲ್ಲಿ 7ನೇ ನ್ಯಾಚುರೋಪಥಿ ದಿನ ಆಚರಿಸಲಾಯಿತು. ಕಾರ್ಯಕ್ರಮದಲ್ಲಿ ಆಂಧ್ರ, ತಮಿಳುನಾಡು, ಕೇರಳ, ಮಹಾರಾಷ್ಟ್ರ, ಉತ್ತರ ಪ್ರದೇಶ, ರಾಜಸ್ಥಾನ, ಗುಜರಾತ್, ಮಣಿಪುರ ಮೊದಲಾದ ರಾಜ್ಯಗಳಿಂದ ಯೋಗ ಮತ್ತು ಪ್ರಕೃತಿ ಚಿಕಿತ್ಸೆಯಲ್ಲಿ ತೊಡಗಿರುವ 800ಕ್ಕೂ ಅಧಿಕ ವೈದ್ಯರು ಮತ್ತು ಪದವಿ ಹಾಗೂ ಸ್ನಾತಕೋತ್ತರ ಪದವಿ ವಿದ್ಯಾರ್ಥಿಗಳು ಮತ್ತು ವಿದ್ವಾಂಸರು …
Read More »‘ବିକଶିତ ଭାରତ ଯୁବ ନେତା ବିତର୍କ’, ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ ମାଣ୍ଡଭୀୟ
ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଜାତୀୟ ଯୁବ ମହୋତ୍ସବ (ଏନୱାଇଏଫ) ୨୦୨୫ର ଏକ ରୂପାନ୍ତରିତ ପୁନଃକଳ୍ପନା ସମ୍ପର୍କରେ ଘୋଷଣା କରିଛନ୍ତି। ଭାରତର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସମର୍ଥନ କରି ଏହି ପୁନଃପରିକଳ୍ପିତ ମହୋତ୍ସବକୁ “ବିକଶିତ ଭାରତ ଯୁବ ନେତା ବିତର୍କ” ନାମ ଦିଆଯାଇଛି । ଏହି ପ୍ରଭାବଶାଳୀ ମଞ୍ଚ ଯୁବ ଭାରତୀୟମାନଙ୍କୁ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୋଣକୁ ଯୋଗଦାନ କରିବାକୁ ସଶକ୍ତ କରିବ । ବିକଶିତ ଭାରତ ଯୁବ ନେତା ବିତର୍କର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଏହି ଉତ୍ସବର ଉଦ୍ଦେଶ୍ୟ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ବିକଶିତ ଭାରତ ପାଇଁ ସେମାନଙ୍କର ବିଚାର ବ୍ୟକ୍ତ କରିବା ନିମନ୍ତେ ଏକ ମଞ୍ଚ ପ୍ରଦାନ କରିବା । ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଏବଂ ଭାରତର ଭବିଷ୍ୟତ ପାଇଁ ସେମାନଙ୍କ ବିଚାର ଉପସ୍ଥାପନ କରିବାର ସୁଯୋଗ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ, ଯାହା ଦ୍ୱାରା ରାଜନୀତି ଏବଂ ନାଗରିକ ଜୀବନରେ ଯୁବପିଢ଼ିଙ୍କ ସଂପୃକ୍ତି ବୃଦ୍ଧି ପାଇବ । “ କେନ୍ଦ୍ରମନ୍ତ୍ରୀ ଚଳିତ ବର୍ଷର ବିକଶିତ ଭାରତ ଯୁବ ନେତା ବିତର୍କର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ଚଳିତ ବର୍ଷର ମହୋତ୍ସବ ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ନେଇ ଅନେକ ବିଚାରବିମର୍ଶ ପରେ ଗଠିତ ହୋଇଛି। ପ୍ରଥମତଃ, ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁସାରେ ରାଜନୀତିରେ ନୂଆ ଯୁବ ନେତାଙ୍କୁ ଆଣିବା, ଅଣରାଜନୈତିକ ପୃଷ୍ଠଭୂମି ଥିବା ୧ ଲକ୍ଷ ଯୁବକଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା । ନେତୃତ୍ୱ ନେବାର ସମ୍ଭାବନା ଥିବା ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଏକ ବିକଶିତ ଭାରତ ପାଇଁ ବିଚାର ଓ ଦୃଷ୍ଟିକୋଣକୁ ସିଧାସଳଖ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ଜାତୀୟ ଯୁବ ମହୋତ୍ସବର ପରିକଳ୍ପନା କରାଯାଇଛି । ଦ୍ବିତୀୟତଃ, ସ୍ୱଚ୍ଛ ଓ ଗଣତାନ୍ତ୍ରିକ, ଯୋଗ୍ୟତା ଭିତ୍ତିକ ଚୟନ ବ୍ୟବସ୍ଥା ମାଧ୍ୟମରେ ଏକ ବିକଶିତ ଭାରତ ଦିଗରେ ଯୁବବର୍ଗଙ୍କ ଅର୍ଥପୂର୍ଣ୍ଣ ଅବଦାନ ସୁନିଶ୍ଚିତ କରିବା । ଭାରତର ପ୍ରଗତି ଓ ବିକାଶକୁ ଆଗକୁ ବଢ଼ାଇବା ପାଇଁ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଦର୍ଶାଉଛି। ଏହି ଐତିହାସିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଯୋଗ୍ୟ ଯୁବକଯୁବତୀଙ୍କୁ ଡ. ମାଣ୍ଡଭୀୟ ଆହ୍ୱାନ କରିବା ସହ ଏକ ବିକଶିତ ଭାରତ ଗଠନ ପାଇଁ ଯୁବ ଶକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ବିକଶିତ ଭାରତ ଚ୍ୟାଲେଞ୍ଜ : ଏକ ଚାରି ସ୍ତର ବିଶିଷ୍ଟ ପ୍ରତିଯୋଗିତା ଜାତୀୟ ଯୁବ ମହୋତ୍ସବର ପୁନଃପରିକଳ୍ପନା କରୁଥିବା ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ରେ ଭାରତର ଭବିଷ୍ୟତ ଗଢ଼ିବା ରେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବା ପାଇଁ ଏକ ଚାରି ସ୍ତରୀୟ ପ୍ରତିଯୋଗିତା ‘ବିକଶିତ ଭାରତ ଚ୍ୟାଲେଞ୍ଜ ‘ ରହିଛି। ଚ୍ୟାଲେଞ୍ଜ ନିମ୍ନଲିଖିତ ଭାବରେ ଆଗକୁ ବଢିବ : ପ୍ରଥମ ପର୍ଯ୍ୟାୟ: ବିକଶିତ ଭାରତ ପ୍ରଶ୍ନୋତ୍ତର ୧୫ ରୁ ୨୯ ବର୍ଷ ବୟସର ବ୍ୟକ୍ତି ୨୫ ନଭେମ୍ବର ୨୦୨୪ରୁ ଡିସେମ୍ବର ୫, ୨୦୨୪ ମଧ୍ୟରେ ମେରା ଯୁବ ଭାରତ (ମାଇଁ ଭାରତ) ପ୍ଲାଟଫର୍ମରେ ଆୟୋଜିତ ଡିଜିଟାଲ କୁଇଜ୍ ରେ ଅଂଶଗ୍ରହଣ କରିପାରିବେ, ଯାହା ଭାରତର ଐତିହାସିକ ଉପଲବ୍ଧି ବିଷୟରେ ଅଂଶଗ୍ରହଣକାରୀଙ୍କ ଜ୍ଞାନ ଏବଂ ସଚେତନତା ପରୀକ୍ଷା କରିବ। 2. ଦ୍ବିତୀୟ ପର୍ଯ୍ୟାୟ : ପ୍ରବନ୍ଧ/ବ୍ଲଗ ଲିଖନ ପୂର୍ବ ପର୍ଯ୍ୟାୟର ବିଜେତାମାନେ ‘ ବିକଶିତ ଭାରତ ପାଇଁ ଟେକ୍ନୋଲୋଜି’, ‘ବିକଶିତ ଭାରତର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା’ ଭଳି ପ୍ରାୟ ୧୦ଟି ଚିହ୍ନିତ ବିଷୟବସ୍ତୁ ଉପରେ ପ୍ରବନ୍ଧ ପରିବେଷଣ କରି ଜାତୀୟ ବିକାଶ ପାଇଁ ସେମାନଙ୍କର ଚିନ୍ତାଧାରା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତା ମାଇଁ ଭାରତ ପ୍ଲାଟଫର୍ମରେ ମଧ୍ୟ ଆୟୋଜନ କରାଯିବ । 3. ତୃତୀୟ ପର୍ଯ୍ୟାୟ: ବିକଶିତ ଭାରତ ଭିଜନ ପିଚ୍ ଡେକ୍ – ରାଜ୍ୟସ୍ତରୀୟ ଉପସ୍ଥାପନା ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ସେମାନଙ୍କ ମନୋନୀତ ବିଷୟବସ୍ତୁ ଉପରେ ସେମାନଙ୍କର ଧାରଣା ଉପସ୍ଥାପନ କରିବେ। ଏହି ଉପସ୍ଥାପନା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଯୋଗୀ ଚୟନ କରିବା ପାଇଁ ପ୍ରତିଯୋଗିତା ଆୟୋଜନ କରି ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବିଭିନ୍ନ ଦଳ ଗଠନ କରିବେ। 4. ଚତୁର୍ଥ ପର୍ଯ୍ୟାୟ : ଭାରତ ମଣ୍ଡପମ୍ ରେ ବିକଶିତ ଭାରତ ଜାତୀୟ ଚାମ୍ପିୟନଶିପ୍ ଜାନୁଆରୀ ୧୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ବିଭିନ୍ନ ବିଷୟବସ୍ତୁ ଭିତ୍ତିକ ରାଜ୍ୟସ୍ତରୀୟ ଦଳ ଅଂଶଗ୍ରହଣ କରିବେ ଏବଂ ବିଜେତା ଦଳମାନେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ବିକଶିତ ଭାରତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ଏବଂ ବିଚାର ଉପସ୍ଥାପନ କରିବେ । ବିକଶିତ ଭାରତ ଯୁବ ନେତା ବିତର୍କ – ଜାତୀୟ ଯୁବ ମହୋତ୍ସବ ୨୦୨୫ରେ ତିନୋଟି ଭିନ୍ନ ଭିନ୍ନ କ୍ଷେତ୍ରରୁ ମନୋନୀତ ଯୁବକ ମାନଙ୍କର ଏକ ବିଶେଷ ସମାବେଶ ଅନୁଷ୍ଠିତ ହେବ । ପ୍ରଥମ ଗୋଷ୍ଠୀରେ ନବଘୋଷିତ ବିକଶିତ ଭାରତ ଚ୍ୟାଲେଞ୍ଜର ପ୍ରତିଯୋଗୀ ରହିବେ। ଦ୍ବିତୀୟ ଗୋଷ୍ଠୀରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରୁ ସଫଳ ହୋଇଥିବା ପ୍ରତିଭାବାନ ଯୁବକଯୁବତୀମାନେ ଚିତ୍ରାଙ୍କନ, ବିଜ୍ଞାନ ପ୍ରଦର୍ଶନୀ, ସାଂସ୍କୃତିକ ପ୍ରଦର୍ଶନ, ଭାଷଣ ପ୍ରତିଯୋଗିତା ଆଦି ବିଭିନ୍ନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତୃତୀୟ ଗୋଷ୍ଠୀରେ ଉଦ୍ୟୋଗ, କ୍ରୀଡ଼ା, କୃଷି ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ପଥପ୍ରଦର୍ଶକ ଓ ସଫଳ ଯୁବକ ସାମିଲ ହେବେ। ୧୧-୧୨ ଜାନୁଆରୀ ୨୦୨୫ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମ ପାଇଁ ସମୁଦାୟ ୩,୦୦୦ ଯୁବକଙ୍କୁ ଚୟନ କରାଯିବ। ବିକଶିତ ଭାରତ ଯୁବ ନେତା ସଂଳାପ – ଜାତୀୟ ଯୁବ ମହୋତ୍ସବ ୨୦୨୫ ର ଅନ୍ୟ ପ୍ରମୁଖ ଆକର୍ଷଣ ବିକଶିତ ଭାରତ ଯୁବ ନେତା ସଂଳାପରେ ବିକଶିତ ଭାରତ ଚ୍ୟାଲେଞ୍ଜ ସହିତ ଅନେକ ଉଲ୍ଲେଖନୀୟ ଆକର୍ଷଣ ରହିବ: ବିକଶିତ ଭାରତ ପ୍ରଦର୍ଶନୀ : ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଯୁବ-କେନ୍ଦ୍ରିତ ପଦକ୍ଷେପଗୁଡିକ ପ୍ରଦର୍ଶିତ ହେବ, ଯାହା ଯୁବ ଅଂଶଗ୍ରହଣକାରୀ ମାନଙ୍କୁ ଭାରତର ବିକାଶ ଦୃଷ୍ଟିକୋଣ ସହିତ ଜଡ଼ିତ ହେବା ପାଇଁ ଏକ ଭାବବିନିମୟ ପ୍ଲାଟଫର୍ମ ପ୍ରଦାନ କରିବ । ଏଥିରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ କ୍ଷେତ୍ରରେ ଯୁବ-କେନ୍ଦ୍ରିତ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରୁଥିବା ରାଜ୍ୟ ପ୍ରଦର୍ଶନୀ ଏବଂ ମନ୍ତ୍ରଣାଳୟ ପ୍ରଦର୍ଶନୀ ସାମିଲ ହେବ, ଯେଉଁଠାରେ ମନ୍ତ୍ରଣାଳୟଗୁଡ଼ିକ ନେତୃତ୍ୱ, ସାମାଜିକ ପ୍ରଭାବ ଏବଂ ସୃଜନଶୀଳତା କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ସୁଯୋଗ ପ୍ରଦର୍ଶିତ କରିବେ। ପୂର୍ଣ୍ଣାଙ୍ଗ ଅଧିବେଶନ: ଏଥିରେ ବିଶିଷ୍ଟ ଜାତୀୟ ଓ ବିଶ୍ୱସ୍ତରୀୟ ଆଇକନ୍ ମାନେ ଯୁବବର୍ଗଙ୍କ ସହ ଭାବବିନିମୟ ସଂଳାପ ଏବଂ କର୍ମଶାଳାରେ ନିୟୋଜିତ ହେବେ, ଯାହା ସେମାନଙ୍କୁ ଚିନ୍ତାଧାରା ଆଦାନପ୍ରଦାନ କରିବା, ଜ୍ଞାନ ହାସଲ କରିବା ଏବଂ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କଠାରୁ ସିଧାସଳଖ ଶିଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ଭାରତୀୟ ଐତିହ୍ୟର ଉତ୍ସବ : ଏହି ଉତ୍ସବରେ ଏକ ସାଂସ୍କୃତିକ ଉପାଦାନ ମଧ୍ୟ ସାମିଲ ହେବ, ଯେଉଁଥିରେ ଭାରତର ସମୃଦ୍ଧ ଐତିହ୍ୟକୁ ” ବିକାଶ ଭି, ବିରାସତ ଭି ” (ବିକାଶ ସହିତ ଐତିହ୍ୟ) ର ବ୍ୟାପକ ଦୃଷ୍ଟିକୋଣର ଅଂଶବିଶେଷ ଭାବରେ ପାଳନ କରାଯିବ । ଭାରତର ପରମ୍ପରାର ବିଶେଷତାକୁ ଆକର୍ଷିତ କରୁଥିବା ପ୍ରଦର୍ଶନ ମାଧ୍ୟମରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ପ୍ରଗତି ଉପରେ ଗୁରୁତ୍ୱ ଦେବ । ଏହି କାର୍ଯ୍ୟକ୍ରମ ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରସାରିତ ହେବ ଏବଂ ଦେଶବ୍ୟାପୀ ଅଂଶଗ୍ରହଣ ଏବଂ ଉତ୍ସବକୁ ପ୍ରୋତ୍ସାହିତ କରିବ । ଏକ ବିକଶିତ ଭାରତ ପାଇଁ ଭାରତର ଯୁବବର୍ଗଙ୍କ ସଶକ୍ତିକରଣ ବିକଶିତ ଭାରତ ଯୁବ ନେତା ବିତର୍କ ଏକ ଉତ୍ସବ ଠାରୁ ଅଧିକ – ଏହା ଦେଶର ବିକାଶ ଯାତ୍ରାରେ ସକ୍ରିୟ ଯୋଗଦାନକାରୀ ଭାବରେ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ପାଇଁ ଏକ ଆନ୍ଦୋଳନ । ବିକଶିତ ଭାରତ ଚ୍ୟାଲେଞ୍ଜ ଭଳି ପଦକ୍ଷେପ ମାଧ୍ୟମରେ ଏହା ଯୁବମନକୁ ସେମାନଙ୍କର ଚିନ୍ତାଧାରା ପ୍ରଦର୍ଶନ କରିବା, ବିଚାରଶୀଳ ନେତୃତ୍ଵଙ୍କ ସହ ଜଡ଼ିତ ହେବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପ୍ଲାଟଫର୍ମ ପ୍ରଦାନ କରିଥାଏ ।
Read More »ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ୨୦୩୦ ପ୍ରାକ୍ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର ନିର୍ଣ୍ଣାୟକ ହସ୍ତକ୍ଷେପ
ଆଜରବାଇଜାନର ବାକୁଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର କପ୍-୨୯ରେ ‘୨୦୩୦ ପ୍ରାକ୍ ଆକାଂକ୍ଷା ଉପରେ ୨୦୨୪ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ରାଉଣ୍ଡଟେବୁଲ ଅବସରରେ ଭାରତ ଆଜି ଏକ ନିର୍ଣ୍ଣାୟକ ହସ୍ତକ୍ଷେପ କରିଛି। ଏହା କପ୍-୨୯ରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଉପରେ ସାମଗ୍ରିକ ପ୍ୟାକେଜ୍ ପାଇଁ ଦେଶର ଆଶା ଉପରେ ଆଧାରିତ ଥିଲା ଏବଂ ଶିଖର ସମ୍ମିଳନୀରେ ପ୍ରଶମନ ଫଳାଫଳକୁ ଆକାର ଦେବା ପାଇଁ ପ୍ରାସଙ୍ଗିକ କାର୍ଯ୍ୟର ଫଳାଫଳକୁ ଉପଯୋଗ କରିଥିଲା । ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କିଛି ତଥ୍ୟ …
Read More »ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
ମହାରାଜ, ମହାମହିମ, ନମସ୍କାର ! ପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ଜନକେନ୍ଦ୍ରୀତ ନିଷ୍ପତ୍ତିକୁ ବ୍ରାଜିଲ୍ ର ଅଧ୍ୟକ୍ଷତା ସମୟରେ ଆଗେଇ ନିଆଯାଇଛି। ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ଆମେ ଏସଡିଜି ଲକ୍ଷ୍ୟକୁ ପ୍ରାଥମିକତା ଦେଇଛୁ । ଆମେ ସାମଗ୍ରିକ ବିକାଶ, ମହିଳାଙ୍କ ନେତୃତ୍ୱାଧୀନ …
Read More »ડૉ. મનસુખ માંડવિયાએ એક પુનઃકલ્પિત રાષ્ટ્રીય યુવા ઉત્સવ 2025, ‘વિકસિત ભારત યંગ લીડર્સ ડાયલોગ’ની જાહેરાત કરી
કેન્દ્રીય યુવા બાબતો અને રમતગમત મંત્રી શ્રી મનસુખ માંડવિયાએ આજે નવી દિલ્હીમાં આયોજિત એક પત્રકાર પરિષદમાં રાષ્ટ્રીય યુવા મહોત્સવ (એનવાયએફ) 2025ની પુનઃકલ્પના કરવાની જાહેરાત કરી હતી. ભારતનાં ભવિષ્યને આકાર આપવામાં યુવાનોની ભાગીદારી વધારવાનાં પ્રધાનમંત્રીનાં વિઝનનો પડઘો પાડતાં આ મહોત્સવની પુનઃકલ્પના કરવામાં આવી છે, જેને “વિકસિત ભારત યુવા નેતાઓનો સંવાદ” કહેવામાં આવશે. આ ગતિશીલ મંચ યુવા ભારતીયોને …
Read More »ભારતીય રિઝર્વ બેંક દ્વારા રાષ્ટ્રવ્યાપી આરબીઆઈ90ક્વિઝ સાથે 90મી વર્ષગાંઠની ઉજવણી કરાઈ
ભારતીય રિઝર્વ બેંક (આરબીઆઇ) આ વર્ષે તેની કામગીરીના 90મા વર્ષની ઉજવણી કરી રહી છે. આ સીમાચિહ્નને યાદગાર બનાવવા માટે સમગ્ર વર્ષ દરમિયાન યોજાનાર શ્રેણીબદ્ધ કાર્યક્રમોના ભાગરૂપે, ભારતીય રિઝર્વ બેંક દ્વારા આરબીઆઈ90ક્વિઝ નું આયોજન કરવામાં આવ્યું છે, જે અંડરગ્રેજ્યુએટ વિદ્યાર્થીઓને ધ્યાનમાં રાખીને રાષ્ટ્રવ્યાપી સામાન્ય જ્ઞાન-આધારિત ક્વિઝ સ્પર્ધા છે. આરબીઆઈ90ક્વિઝ એક ટીમ-આધારિત સ્પર્ધા છે, જેનું આયોજન અનેક તબક્કામાં કરવામાં આવ્યું છે. 19-21 સપ્ટેમ્બર, 2024 દરમિયાન ઓનલાઇન તબક્કો હાથ ધરવામાં આવ્યો હતો. ઓનલાઈન તબક્કાના પ્રદર્શનના આધારે, રાજ્ય કક્ષાના રાઉન્ડમાં ભાગ લેવા માટે કોલેજની ટીમોની પસંદગી કરવામાં આવી હતી. ગુજરાત રાજ્ય તથા દીવ-દમણ અને દાદરા નગર હવેલી કેંદ્ર શાસિત પ્રદેશો માટે આરબીઆઈ90ક્વિઝ નો રાજ્ય કક્ષાનો રાઉન્ડ 19 નવેમ્બર, 2024 ના રોજ હોટલ હયાત રિજન્સી, અમદાવાદ ખાતે યોજાવામાં આવેલ છે, જેમાં 180 વિદ્યાર્થીઓ (90 ટીમો) ભાગ લેશે. ટોચની ત્રણ ટીમો માટે ઇનામો અનુક્રમે ₹2 લાખ, ₹1.5 લાખ અને ₹1 લાખના છે. જેમાં વિજેતા બનનારી ટોચની ત્રણ ટીમ ઝોનલ રાઉન્ડમાં ભાગ લેશે, જે 03 ડિસેમ્બર, 2024ના રોજ મધ્યપ્રદેશના ઈન્દોર ખાતે યોજાશે. રાષ્ટ્રીય ફાઇનલ ડિસેમ્બર 2024માં મુંબઇ ખાતે યોજાશે.
Read More »
Matribhumisamachar
