ಕೇಂದ್ರ ಸರ್ಕಾರವು 2024-25ನೇ ಆರ್ಥಿಕ ವರ್ಷದಲ್ಲಿ ಕರ್ನಾಟಕದ ಗ್ರಾಮೀಣ ಸ್ಥಳೀಯ ಸಂಸ್ಥೆಗಳಿಗೆ ಹದಿನೈದನೇ ಹಣಕಾಸು ಆಯೋಗದ (ಎಕ್ಸ್ ವಿ ಎಫ್ ಸಿ) ಅನುದಾನದಲ್ಲಿ 448.29 ಕೋಟಿ ರೂಪಾಯಿಗಳ ಮೊದಲ ಕಂತನ್ನು ಬಿಡುಗಡೆ ಮಾಡಿದೆ. ಈ ಮೊತ್ತವು ರಾಜ್ಯದ ಎಲ್ಲಾ ಅರ್ಹ 5949 ಗ್ರಾಮ ಪಂಚಾಯಿತಿಗಳನ್ನೂ ಒಳಗೊಂಡಿದೆ. ಭಾರತ ಸರ್ಕಾರವು ಪಂಚಾಯತ್ ರಾಜ್ ಸಚಿವಾಲಯ ಮತ್ತು ಜಲ ಶಕ್ತಿ ಸಚಿವಾಲಯ (ಕುಡಿಯುವ ನೀರು ಮತ್ತು ನೈರ್ಮಲ್ಯ ಇಲಾಖೆ) ಮೂಲಕ ಗ್ರಾಮೀಣ ಸ್ಥಳೀಯ ಸಂಸ್ಥೆಗಳಿಗಾಗಿ ರಾಜ್ಯಗಳಿಗೆ ಹದಿನೈದನೇ ಹಣಕಾಸು ಆಯೋಗದ (ಎಕ್ಸ್ ವಿ ಎಫ್ ಸಿ) ಅನುದಾನವನ್ನು …
Read More »ಕರ್ನಾಟಕದ ಗ್ರಾಮೀಣ ಸ್ಥಳೀಯ ಸಂಸ್ಥೆಗಳಿಗೆ ಹದಿನೈದನೇ ಹಣಕಾಸು ಆಯೋಗದ (ಎಕ್ಸ್ ವಿ ಎಫ್ ಸಿ) ಅನುದಾನ ಬಿಡುಗಡೆ ಮಾಡಲಾಗಿದೆ
ಕೇಂದ್ರ ಸರ್ಕಾರವು 2024-25ನೇ ಆರ್ಥಿಕ ವರ್ಷದಲ್ಲಿ ಕರ್ನಾಟಕದ ಗ್ರಾಮೀಣ ಸ್ಥಳೀಯ ಸಂಸ್ಥೆಗಳಿಗೆ ಹದಿನೈದನೇ ಹಣಕಾಸು ಆಯೋಗದ (ಎಕ್ಸ್ ವಿ ಎಫ್ ಸಿ) ಅನುದಾನದಲ್ಲಿ 448.29 ಕೋಟಿ ರೂಪಾಯಿಗಳ ಮೊದಲ ಕಂತನ್ನು ಬಿಡುಗಡೆ ಮಾಡಿದೆ. ಈ ಮೊತ್ತವು ರಾಜ್ಯದ ಎಲ್ಲಾ ಅರ್ಹ 5949 ಗ್ರಾಮ ಪಂಚಾಯಿತಿಗಳನ್ನೂ ಒಳಗೊಂಡಿದೆ. ಭಾರತ ಸರ್ಕಾರವು ಪಂಚಾಯತ್ ರಾಜ್ ಸಚಿವಾಲಯ ಮತ್ತು ಜಲ ಶಕ್ತಿ ಸಚಿವಾಲಯ (ಕುಡಿಯುವ ನೀರು ಮತ್ತು ನೈರ್ಮಲ್ಯ ಇಲಾಖೆ) ಮೂಲಕ ಗ್ರಾಮೀಣ ಸ್ಥಳೀಯ ಸಂಸ್ಥೆಗಳಿಗಾಗಿ ರಾಜ್ಯಗಳಿಗೆ ಹದಿನೈದನೇ ಹಣಕಾಸು ಆಯೋಗದ (ಎಕ್ಸ್ ವಿ ಎಫ್ ಸಿ) ಅನುದಾನವನ್ನು …
Read More »‘உங்களின் வீடு தேடி வேலைவாய்ப்பு’ என்ற உலக வங்கியின் அறிக்கையை திரு தர்மேந்திர பிரதான், டாக்டர் மன்சுக் மாண்டவியா ஆகியோர் வெளியிட்டனர்
புதுதில்லியில் இன்று நடைபெற்ற நிகழ்ச்சியில் “உங்களின் வீடு தேடி வேலைவாய்ப்பு: ஆறு மாநிலங்களில் இளைஞர்களுக்கான வேலைகள் கண்டறியும் திட்டம்” என்ற தலைப்பிலான அறிக்கையை மத்திய தொழிலாளர் நலன், வேலைவாய்ப்பு, இளைஞர் நலன் மற்றும் விளையாட்டுத் துறை அமைச்சர் டாக்டர் மன்சுக் மாண்டவியாவுடன் இணைந்து மத்திய கல்வி அமைச்சர் திரு தர்மேந்திர பிரதான் வெளியிட்டார். பள்ளிக் கல்வி மற்றும் எழுத்தறிவுத் துறை செயலாளர் திரு சஞ்சய் குமார், திறன் மேம்பாடு மற்றும் …
Read More »பூஜ்ய தாதா பகவான் நினைவு தபால் தலையை வெளியிட்டுள்ளது அஞ்சல் துறை
தாதா பகவான் என்று பரவலாக மதிக்கப்படும் அம்பாலால் முல்ஜிபாய் படேலின் வாழ்க்கையும், போதனைகளையும் நினைவுகூரும் வகையில், அஞ்சல் துறையால் ஒரு சிறப்பு அஞ்சல் தலை வெளியிடப்பட்டுள்ளது. நவம்பர் 10-ம் தேதி பூஜ்ய தாதா பகவானின் 117- வது ஜன்ம ஜெயந்தியின் போது, குஜராத்தின் வதோதராவில் உள்ள நவ்லாகி மைதானத்தில் மாண்புமிகு குஜராத் முதலமைச்சர் திரு பூபேந்திரபாய் படேல், பூஜ்யஸ்ரீ தீபக்பாய் தேசாய், போஸ்ட் மாஸ்டர் ஜெனரல் திரு தினேஷ் குமார் சர்மா ஆகியோர் முன்னிலையில் இந்த தபால் தலை வெளியிடப்பட்டது. திருமதி நேனு குப்தா வடிவமைத்த நினைவு அஞ்சல் தலையில் பூஜ்ய ஸ்ரீ …
Read More »வட்டல்தாம் த்விஷதாப்தி மகோத்சவம் குறித்த சிறப்பு தபால் தலையை அஞ்சல் துறை வெளியிட்டது
வட்டல் தாம் ஆலயத்தின் 200-வது ஆண்டு நிறைவை நினைவுகூரும் வகையிலும் ஸ்ரீ சுவாமிநாராயண் சம்பிரதாயத்தில் அதன் முக்கிய பங்கை கௌரவிக்கும் வகையிலும் ஒரு சிறப்பு அஞ்சல் தலை வெளியிடப்பட்டது. உலகம் முழுவதும் பரவியுள்ள ஸ்ரீ ஸ்வாமிநாராயண் சம்பிரதாயத்தின் ஆன்மீக தலைமை இடமாக இந்தக் கோயில் விளங்குகிறது. சத்குரு ஸ்ரீ பிரம்மானந்த் சுவாமி, சத்குரு ஸ்ரீ அக்ஷாரானந்த சுவாமி ஆகியோரால் இந்த கோயில் கட்டப்பட்டது. இந்த கோயில் தாமரை வடிவில் கட்டப்பட்டுள்ளது. இது அனைத்து மதத்தினரிடையேயான நல்லிணக்க உணர்வின் அடையாளமாக உள்ளது. கடவுள்கள், தேவியர்கள் ஆகியோரின் கடந்த கால அவதாரங்களின் சித்தரிப்புகளும் இதில் அடங்கும். இந்த ஆலயம் தொடர்பான அஞ்சல் தலை இன்று (09.11.2024) குஜராத்தின் கேடா மாவட்டத்தில் உள்ள வட்டலில் வெளியிடப்பட்டது. நிகழ்ச்சியில் குஜராத் முதலமைச்சர் திரு பூபேந்திரபாய் படேல், ஆச்சார்யா மஹராஜ் 1008 ஸ்ரீ ராகேஷ் பிரசாத் ஜி, டாக்டர் ஸ்ரீ சாந்த்வல்லபசுவாமி, வத்தலாதம் மந்திரின் தலைமை நிர்வாகி கோத்தாரி, வதோதரா போஸ்ட் மாஸ்டர் ஜெனரல் தினேஷ்குமார் சர்மா உள்ளிட்டோர் பங்கேற்றனர். ஸ்ரீ ஸ்ரீ ஜெய்ராஜ் டி.ஜி வடிவமைத்த சிறப்பு அஞ்சல்தலை, வட்டல்தாம் கோயிலின் அற்புதமான பாரம்பரிய கட்டிடக்கலையை வெளிப்படுத்துகிறது. இந்த கோயில் ஒன்பது தங்க குவிமாடங்களைக் கொண்ட தாமரை வடிவத்தில் உள்ளது. இந்த அஞ்சல்தலை வட்டலின் வளமான பாரம்பரியத்தையும், எண்ணற்ற பக்தர்களின் வாழ்க்கையில் அதன் குறிப்பிடத்தக்க தாக்கத்தையும் குறிக்கிறது. வடல்தாம் த்விஷதாப்தி மஹோத்சவத்தில் இந்த தபால் தலையை வெளியிடுவதில் அஞ்சல் துறை பெருமிதம் கொள்கிறது.
Read More »પોસ્ટ વિભાગે વડતાલધામ દ્વિશતાબ્દી મહોત્સવ પર સ્મારક ટપાલ ટિકિટ બહાર પાડી
વડતાલ મંદિરની 200મી વર્ષગાંઠની ઉજવણી નિમિત્તે શ્રી સ્વામિનારાયણ સંપ્રદાયમાં તેની મુખ્ય ભૂમિકાને માન આપવા માટે એક વિશેષ ટપાલ ટિકિટ બહાર પાડવામાં આવી હતી. આ મંદિર શ્રી સ્વામિનારાયણ સંપ્રદાયની આધ્યાત્મિક રાજધાની તરીકે સેવા આપે છે, જે આજે વિશ્વભરમાં ફેલાયેલું છે. આ મંદિરનું નિર્માણ ભગવાન શ્રી સ્વામિનારાયણના આદેશ પર સદગુરુ શ્રી બ્રહ્માનંદ સ્વામી અને સદગુરુ શ્રી …
Read More »केंद्रीय लोक सेवा आयोगाने सप्टेंबर 2024 महिन्यातील भरती निकाल केले जाहीर
केंद्रीय लोक सेवा आयोगाचे सप्टेंबर 2024 महिन्यातील भरतीचे अंतिम निकाल पुढीलप्रमाणे आहेत.शिफारस केलेल्या उमेदवारांना वैयक्तिक पत्राद्वारे कळवण्यात आले आहे. इतर उमेदवारांचे अर्ज विचारात घेण्यात आले, परंतु त्यांना मुलाखतीसाठी बोलावणे किंवा पदासाठी शिफारस करणे शक्य झाले नाही याबद्दल आम्ही खेद व्यक्त करतो. निकाल पाहण्यासाठी येथे क्लिक करा.
Read More »வேளாண் மற்றும் விவசாயிகள் நலத்துறை 2024-25 ஆம் ஆண்டிற்கான முக்கிய வேளாண் பயிர்களின் (காரீஃப் பருவம் மட்டும்) முதலாவது முன்கூட்டிய மதிப்பீடுகளை வெளியிட்டுள்ளது
வேளாண் மற்றும் விவசாயிகள் நல அமைச்சகம் 2024-25 ஆம் ஆண்டிற்கான முக்கிய வேளாண் பயிர்களின் (காரீஃப் பருவம் மட்டும்) உற்பத்தி குறித்த முதலாவது முன்கூட்டிய மதிப்பீடுகளை வெளியிட்டுள்ளது. தொலையுணர்வு, வாராந்திர பயிர் வானிலை கண்காணிப்புக் குழு மற்றும் பிற முகமைகளிடமிருந்து பெறப்பட்ட தகவல்களைக் கொண்டு மாநிலங்களிலிருந்து பெறப்பட்ட பயிர் பரப்பு சரிபார்க்கப்பட்டு மாற்றப்பட்டுள்ளது. மேலும், நடப்பு காரீப் பருவத்திற்கான கருத்துகள், பார்வைகள் மற்றும் உணர்வு மனப்பான்மை பெறுவதற்காக தொழில்துறை மற்றும் பிற …
Read More »ਹਰਿਆਣਾ, ਤ੍ਰਿਪੁਰਾ ਅਤੇ ਮਿਜ਼ੋਰਮ ਸੂਬਿਆਂ ਲਈ ਪੰਦ੍ਹਰਵੇਂ ਵਿੱਤ ਕਮਿਸ਼ਨ ਦੀਆਂ ਗ੍ਰਾਂਟਾਂ ਜਾਰੀਆਂ ਕੀਤੀਆਂ ਗਈਆਂ
ਕੇਂਦਰ ਸਰਕਾਰ ਨੇ ਹਰਿਆਣਾ, ਤ੍ਰਿਪੁਰਾ ਅਤੇ ਮਿਜ਼ੋਰਮ ਦੀਆਂ ਪੇਂਡੂ ਸਥਾਨਕ ਸੰਸਥਾਵਾਂ (ਆਰਐੱਲਬੀ) ਲਈ ਵਿੱਤ ਵਰ੍ਹੇ 2024-25 ਦਰਮਿਆਨ 15ਵੇਂ ਵਿੱਤ ਕਮਿਸ਼ਨ ਦੀਆਂ ਗ੍ਰਾਂਟਾਂ ਜਾਰੀਆਂ ਕੀਤੀਆਂ ਹਨ। ਹਰਿਆਣੇ ਦੀਆਂ ਪੰਚਾਇਤੀ ਰਾਜ ਸੰਸਥਾਵਾਂ (ਪੀਆਰਆਈ)/ਆਰਐੱਲਬੀ ਨੂੰ ਪਹਿਲੀ ਕਿਸ਼ਤ ਦੇ ਤੌਰ ’ਤੇ 194.867 ਕਰੋੜ ਰੁਪਏ ਦੀ ਅਨਟਾਇਡ ਗ੍ਰਾਂਟਾਂ ਦਿੱਤੀਆਂ ਗਈਆਂ ਹਨ। ਇਸ ਧਨ ਦੀ ਵੰਡ …
Read More »କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଯୋଜନା “ନମୋ ଡ୍ରୋନ ଦିଦି”ର ପରିଚାଳନା ମାର୍ଗଦର୍ଶିକା ଜାରି
ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ୍ ଦିଦି’ କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି ଯୋଜନାରେ ୨୦୨୪- ୨୫ ରୁ ୨୦୨୫ -୨୦୨୬ ମଧ୍ୟରେ ୧୪୫୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କୃଷକମାନଙ୍କୁ ଭଡ଼ା ଦେବା (ବର୍ତ୍ତମାନ ପାଇଁ ତରଳ ସାର ଓ କୀଟନାଶକ ପ୍ରୟୋଗ) ପାଇଁ ଡ୍ରୋନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗ ଏହି ଯୋଜନାର ପରିଚାଳନା ନିର୍ଦ୍ଦେଶାବଳୀ ଜାରି କରିଛି ଏବଂ ‘ନମୋ ଡ୍ରୋନ୍ ଦିଦି’ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ କାର୍ଯ୍ୟକାରିତାକୂ ସୁନିଶ୍ଚିତ କରିବା ପାଇଁ ଏହି ପରିଚାଳନା ନିର୍ଦ୍ଦେଶାବଳୀର ଅର୍ଥପୂର୍ଣ୍ଣ ଉପଯୋଗ କରିବାକୁ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରାଯାଇଛି। ପରିଚାଳନା ନିର୍ଦ୍ଦେଶାବଳୀର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ : – କୃଷି ଓ କୃଷକ କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସାର ବିଭାଗ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବଙ୍କ କ୍ଷମତାସମ୍ପନ୍ନ କମିଟି ଦ୍ୱାରା ଏହି ଯୋଜନା କେନ୍ଦ୍ର ସ୍ତରରେ ପରିଚାଳିତ ହେବ । – ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ଯ୍ୟକାରୀ ଓ ତଦାରଖ କମିଟି ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ପ୍ରତିନିଧିତ୍ୱ ଏହି ଯୋଜନାର ପ୍ରଭାବଶାଳୀ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ଦାୟୀ ରହିବ ଏବଂ ଏହା ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧୀୟ ସମସ୍ତ ବୈଷୟିକ ବିଷୟରେ ସାମଗ୍ରିକ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ । – ଏହି ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ୟାକେଜ୍ ଭାବରେ ଡ୍ରୋନ୍ କିଣିବା ପାଇଁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଉପକରଣ / ଆନୁଷଙ୍ଗିକ ଶୁଳ୍କର ସର୍ବାଧିକ ୮.୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୮୦% ହାରରେ କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। – ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର କ୍ଲଷ୍ଟର ସ୍ତରୀୟ ମହାସଂଘ (ସିଏଲ୍ଏଫ୍) ନାସନାଲ୍ ଏଗ୍ରିକଲଚର ଇନ୍ଫ୍ରା ଫାଇନାନ୍ସିଂ ଫାସିଲିଟି (ଏଆଇଏଫ୍) ଅଧୀନରେ ଋଣ ଆକାରରେ ବଳକା ରାଶି (ସମୁଦାୟ କ୍ରୟ ଖର୍ଚ୍ଚରୁ ରିହାତିକୁ ବାଦ ଦେଇ) ବୃଦ୍ଧି କରିପାରିବେ। ଏଆଇଏଫ୍ ଋଣ ଉପରେ ୩% ହାରରେ ସୁଧ ରିହାତି ସିଏଲଏଫ /ଏସଏଚଜିମାନଙ୍କୁ ପ୍ରଦାନ କରାଯିବ। – ସିଏଲଏଫ /ଏସଏଚଜିମାନଙ୍କ ପାଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅନ୍ୟାନ୍ୟ ଉତ୍ସ/ କାର୍ଯ୍ୟକ୍ରମ /ଯୋଜନାରୁ ଋଣ ପାଇବାର ବିକଳ୍ପ ରହିବ। – ଏହି ଯୋଜନାରେ କେବଳ ଡ୍ରୋନ ନୁହେଁ, ପ୍ୟାକେଜ ଭାବରେ ଡ୍ରୋନ ଯୋଗାଇ ଦିଆଯିବ । ଏହି ପ୍ୟାକେଜରେ ତରଳ ସାର ଓ କୀଟନାଶକ ସିଞ୍ଚନ ପାଇଁ ସ୍ପ୍ରେ ଆସେମ୍ବଲି ସହ ମୌଳିକ ଡ୍ରୋନ, ଡ୍ରୋନ୍ କ୍ୟାରିଂ ବକ୍ସ, ଷ୍ଟାଣ୍ଡାର୍ଡ ବ୍ୟାଟେରୀ ସେଟ୍, ଡାଉନୱାର୍ଡ ଫେସିଂ କ୍ୟାମେରା, ଡୁଆଲ ଚ୍ୟାନେଲ ଫାଷ୍ଟ ବ୍ୟାଟେରୀ ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଆନିମୋମିଟର, ପିଏଚ୍ ମିଟର ଏବଂ ସମସ୍ତ ସାମଗ୍ରୀ ଉପରେ ୧ ବର୍ଷର ଅନସାଇଟ୍ ଗ୍ୟାରେଣ୍ଟି ରହିବ। ଏହି ପ୍ୟାକେଜରେ ୦୪ଟି ସ୍ପେୟାର ବ୍ୟାଟେରୀ ସେଟ୍, ଗୋଟିଏ ସ୍ପେୟାର ପ୍ରୋପେଲର ସେଟ୍ (ପ୍ରତି ସେଟ୍ ରେ ୬ଟି ପ୍ରୋପେଲର୍ ଥାଏ), ନୋଜଲ ସେଟ୍, ଡୁଆଲ୍ ଚ୍ୟାନେଲ୍ ଫାଷ୍ଟ ବ୍ୟାଟେରି ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଡ୍ରୋନ୍ ପାଇଲଟ୍ ଓ ଡ୍ରୋନ୍ ଆସିଷ୍ଟାଣ୍ଟଙ୍କ ପାଇଁ ୧୫ ଦିନର ପ୍ରଶିକ୍ଷଣ, ଏକ ବର୍ଷର ବ୍ୟାପକ ବୀମା, ୨ ବର୍ଷର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ଏବଂ ପ୍ରଯୁଜ୍ୟ ଜିଏସଟି ରହିଛି । ଅତିରିକ୍ତ ବ୍ୟାଟେରୀ ସେଟ୍ ନିରନ୍ତର ଡ୍ରୋନ୍ ଉଡ଼ାଣକୁ ସୁନିଶ୍ଚିତ କରିବ , ଯାହା ଗୋଟିଏ ଦିନରେ ୨୦ ଏକର ଜମିକୁ ସହଜରେ ଅତିକ୍ରମ କରିପାରିବ । – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ୧୫ ଦିନିଆ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ, ଯେଉଁଥିରେ ବାଧ୍ୟତାମୂଳକ ଡ୍ରୋନ୍ ପାଇଲଟ ତାଲିମ ଏବଂ ପୋଷକ ତତ୍ତ୍ୱ ଏବଂ କୀଟନାଶକ ପ୍ରୟୋଗ ପାଇଁ କୃଷି ଉଦ୍ଦେଶ୍ୟରେ ଅତିରିକ୍ତ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ । ବିଦ୍ୟୁତସାମଗ୍ରୀ ମରାମତି, ଫିଟିଂ ଓ ମେକାନିକାଲ୍ କାମ କରିବାକୁ ଇଚ୍ଛା ରଖିଥିବା ଏସ୍ଏଚଜିର ଅନ୍ୟ ସଦସ୍ୟ/ ପରିବାର ସଦସ୍ୟଙ୍କୁ ଡ୍ରୋନ୍ ସହାୟକ ଭାବେ ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ୍ ନିର୍ମାତାମାନେ ପରିଚାଳନା ମାର୍ଗଦର୍ଶିକାରେ ଦର୍ଶାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ଡ୍ରୋନ୍ ଯୋଗାଣ ସହିତ ପ୍ୟାକେଜ୍ ଭାବରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ। – ରାଜ୍ୟ ଗୁଡ଼ିକ ପାଇଁ ଦାୟୀ ମୁଖ୍ୟ ସାର କମ୍ପାନୀ (ଏଲ୍ ଏଫ୍ ସି) ରାଜ୍ୟସ୍ତରରେ ଏହି ଯୋଜନାର କାର୍ଯ୍ୟକାରୀ ଏଜେନ୍ସି ହେବେ ଏବଂ ସେମାନେ ରାଜ୍ୟ ବିଭାଗ, ଡ୍ରୋନ୍ ଉତ୍ପାଦନକାରୀ, ସ୍ବୟଂ ସହାୟକ ଗୋଷ୍ଠୀ/ ସ୍ବୟଂ ସହାୟକ ଗୋଷ୍ଠୀର କ୍ଲଷ୍ଟର ସ୍ତରୀୟ ମହାସଂଘ ଏବଂ କୃଷକ/ ହିତାଧିକାରୀ ଇତ୍ୟାଦିଙ୍କ ସହ ଆବଶ୍ୟକ ସମନ୍ୱୟ ସ୍ଥାପନ କରିବେ। ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଏଲଏଫସି ଦ୍ୱାରା ଡ୍ରୋନ କ୍ରୟ କରାଯିବ ଏବଂ ଡ୍ରୋନର ମାଲିକାନା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ଵା ଏସଏଚଜିର ସିଏଲଏଫ ପାଖରେ ରଖାଯିବ । – କୃଷି ସେବା ଯୋଗାଇବା ପାଇଁ ଡ୍ରୋନ୍ ର ଚାହିଦା ଥିବା ଅଞ୍ଚଳ/ କ୍ଲଷ୍ଟର ଓ ଏସ୍ଏଚଜି ଗୋଷ୍ଠୀ ସଠିକ ଚୟନ ଉପରେ ଏହି ଯୋଜନାର କାର୍ଯ୍ୟକାରିତା ନିର୍ଭର କରେ। ଯେହେତୁ କୃଷିକ୍ଷେତ୍ରରେ ଡ୍ରୋନର ପ୍ରଚଳନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ରାଜ୍ୟଗୁଡ଼ିକ ଗୋଷ୍ଠୀ ହସ୍ତକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିବେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ହାତ ଧରିବା ସହାୟତା ପ୍ରଦାନ କରିବେ ଏବଂ ବର୍ଷକୁ ଅତି କମରେ ୨୦୦୦ ରୁ ୨୫୦୦ ଏକର ପରିମିତ ଅଞ୍ଚଳରେ ବ୍ୟବସାୟ କରିବାରେ ସେମାନଙ୍କୁ ସାହାଯ୍ୟ କରିବେ । ଡିଏୱାଇ- ଏନଆରଏଲଏମର ରାଜ୍ୟ କୃଷି ବିଭାଗ ଏବଂ ରାଜ୍ୟ ମିଶନ ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ଦୃଢ଼ ସମନ୍ୱୟ ରହିବ ଏବଂ ସେମାନେ ରାଜ୍ୟସ୍ତରୀୟ କମିଟି ସହାୟତାରେ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ପାଇଁ ଯୋଜନାର ମାଲିକାନା ଗ୍ରହଣ କରିବେ । – ଏହି ଯୋଜନାର ପ୍ରଭାବଶାଳୀ ତଦାରଖ ଆଇଟି ଆଧାରିତ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ (ଏମଆଇଏସ) ଅର୍ଥାତ୍ ଡ୍ରୋନ ପୋର୍ଟାଲ ମାଧ୍ୟମରେ କରାଯିବ ଯାହା ସେବା ପ୍ରଦାନ ଏବଂ ତଦାରଖ, ପାଣ୍ଠି ପ୍ରବାହ ଏବଂ ପାଣ୍ଠି ବିତରଣ ପାଇଁ ଏଣ୍ଡ-ଟୁ-ଏଣ୍ଡ ସଫ୍ଟୱେୟାର ଭାବରେ କାର୍ଯ୍ୟ କରିବ । ଏହି ପୋର୍ଟାଲ ପ୍ରତ୍ୟେକ ଡ୍ରୋନର କାର୍ଯ୍ୟକଳାପ ଉପରେ ନଜର ରଖିବ ଏବଂ ଡ୍ରୋନ ବ୍ୟବହାର ବିଷୟରେ ଲାଇଭ୍ ସୂଚନା ପ୍ରଦାନ କରିବ । – ଏହି ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସ୍ଥାୟୀ ବ୍ୟବସାୟ ଏବଂ ଜୀବିକା ସହାୟତା ପ୍ରଦାନ କରିବ ଏବଂ ସେମାନେ ନିଜ ପାଇଁ ଅତିରିକ୍ତ ରୋଜଗାର କରିବାରେ ସକ୍ଷମ ହେବେ । ଉନ୍ନତ ଦକ୍ଷତା, ଫସଲ ଅମଳ ବୃଦ୍ଧି ଏବଂ କୃଷକଙ୍କ ହିତ ପାଇଁ ପରିଚାଳନା ଖର୍ଚ୍ଚ ହ୍ରାସ ନିମନ୍ତେ କୃଷିକ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବାରେ ଏହି ଯୋଜନା ସହାୟକ ହେବ।
Read More »