ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀରର ବିଧାୟକ ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସେ ଜଣେ ଅନୁଭବି ନେତା ଥିଲେ, ଯିଏ ଜମ୍ମୁ କାଶ୍ମୀରର ଅଗ୍ରଗତି ଦିଗରେ ଯତ୍ନବାନ ଥିଲେ । ସେ ନିକଟରେ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ଜମ୍ମୁ କାଶ୍ମୀରରେ ବିଜେପିକୁ ମଜବୁତ କରିବା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲ । ଦୁଃଖର ଏହି ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ମୋର ସମବେଦନା ରହିଛି । ଓମ୍ ଶାନ୍ତି ।”