गुरुवार, नवंबर 28 2024 | 10:12:25 PM
Breaking News
Home / Choose Language / Odia / ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବପିଢ଼ିଙ୍କୁ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବପିଢ଼ିଙ୍କୁ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

Follow us on:

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବ ପିଢ଼ିଙ୍କୁ ଏକ କ୍ୱିଜ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ଏହା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେମାନଙ୍କର ବିଶେଷ ଯୋଗଦାନ ହେବ ବୋଲି ସେ କହିଛନ୍ତି ।

ଏକ୍ସର ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି:

“ମୋ ଯୁବ ବନ୍ଧୁମାନେ,

ଏକ ମଜାଦାର କ୍ୱିଜ ଅଛି, ଯାହାକି ଆପଣମାନଙ୍କୁ ୨୦୨୫ ଜାନୁଆରୀ ୧୨ ତାରିଖରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶ ବିଶେଷ ହେବାର ସୁଯୋଗ ଦେବ ।

mybharat.gov.in

ଏହା ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଥିରେ କି ଉଚ୍ଚ ସରକାରୀ ସ୍ତରରେ ଆପଣଙ୍କର ନବାଚାର ଚିନ୍ତାଧାରାକୁ ପହଞ୍ଚାଇବାର ସୁଯୋଗ ରହିଛି ।

ଆବର ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ମଧ୍ୟ ହେବ ଆପଣମାନଙ୍କର ସ୍ୱତନ୍ତ୍ର ଯୋଗଦାନ ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୧୫.୬୭ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ରାଜ୍ୟ ପାଇଁ …