ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୪‘ର ଉଦ୍ ଘାଟନୀ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଉଦବୋଧନ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏନଆଇଏର ନୀତି ଉନ୍ମୋଚନ କରିଥିଲେ, ୟୁଏପିଏ ତଦନ୍ତ ପାଇଁ ଏସଓପି ଜାରି କରିଥିଲେ ଏବଂ ଏନଆଇଏରୁ ୧୧ ଜଣ ପଦକ ବିଜେତାଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ତପନ କୁମାର …
Read More »ଆଇଏଫଏଫଆଇ ୨୦୨୪ : ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ରେ ପ୍ରଦର୍ଶିତ ହେବ ୬ଟି ଚଳଚ୍ଚିତ୍ର
ଫିଲ୍ମ ବଜାର ୬ଟି ବିଶେଷ କାଳ୍ପନିକ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛି ଯାହା ଚଳିତ ବର୍ଷ ଆଇଏଫଏଫଆଇରେ ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ପାଇଁ ଆନୁଷ୍ଠାନିକ ଚୟନରେ ସ୍ଥାନ ପାଇଛି । ମନୋନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ୧. ତ୍ରିବେଣୀ ରାୟ (ନେପାଳୀ) ଙ୍କ ଦ୍ୱାରା ସେପ୍ ଅଫ୍ ମୋମୋଜ୍ ୨. ଶକ୍ତିଧର ବୀର (ବଙ୍ଗଳା) ଙ୍କ ଗଙ୍ଗଶାଲିକ (ଗଙ୍ଗଶାଲିକ – ରିଭର ବାର୍ଡ) ୩. ମୋହନ କୁମାର ଭଲାସାଲା (ତେଲୁଗୁ) ଙ୍କ ୟେରା ମନ୍ଦରାମ (ଦ ରେଡ୍ ହିବିସ୍କସ୍) ୪. ରିଦମ ଜାନଭେ (ଗଦି, …
Read More »ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ
ସମ୍ବଲପୁରରେ ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଡ଼ିଆବାହାଲ ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ …
Read More »ଭୁବନେଶ୍ୱରରେ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ
ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ (ଡିଏଲସି) ଅଭିଯାନ 3.0 ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରର ବାପୁଜୀ ନଗର, ନୟାପଲ୍ଲୀ, ଜନପଥ, ରାମ ମନ୍ଦିର, ଖଣ୍ଡଗିରି, ଭୌମନଗର ମୁଖ୍ୟ ଡାକ ଘର, ଝାରପଡ଼ା ଆଦି ସ୍ଥାନରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଶିବିର ଆୟୋଜନ କରାଯାଇଥିଲା। ପେନସନ ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍ ବରୋଦା, ଆଇପିପିବି, ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ପେନସନଭୋଗୀମାନଙ୍କୁ ଡିଏଲସି ପାଇଁ ସହାୟତା କରିଥିଲେ ଏବଂ ଫେସ୍ ଅଥେଟିକେସନ୍ ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ। ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରଚାରପ୍ରସାର ଓ ସଚେତନତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅନ୍ୟପକ୍ଷରେ ଆସନ୍ତାକାଲି ପୁରୀ ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଏହି ଶିବିର ବ୍ୟାଙ୍କ ବରୋଦା ସ୍ବର୍ଗଦ୍ବାର, ପୁରୀ ଶାଖା ଏବଂ ମୁଖ୍ୟ ଡାକ ଘର, କଚେରୀ ଛକ ପୁରୀ ଠାରେ ଆୟୋଜନ କରାଯିବ। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲ ଶିବିର ପରିଦର୍ଶନ କରି ଡିଜିଟାଲ ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବାରେ ପେନସନଭୋଗୀଙ୍କୁ ସହାୟତା ଯୋଗାଇ ଦେବେ। ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନସନଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଏଥିପୂର୍ବରୁ ପେନସନଭୋଗୀମାନଙ୍କୁ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା …
Read More »कनाडा ने एस जयशंकर की पत्रकार वार्ता दिखाने वाले ऑस्ट्रेलिया के चैनल पर लगाया प्रतिबंध
टोरंटो. कनाडा और भारत के बीच तनाव हर दिन बढ़ता जा रहा है. मंदिरों पर अटैक और हिंदुओं को निशाना बनाए जाने के बाद कनाडा सरकार की एक और करतूत पर भारत ने सवाल उठाए हैं. कनाडा ने एक ऑस्ट्रेलियाई मीडिया संस्थान ‘ऑस्ट्रेलिया टुडे’ के सोशल मीडिया अकाउंट को ब्लॉक …
Read More »पंजाब कांग्रेस अध्यक्ष अमरिंदर सिंह राजा वडिंग ने अपनी पत्नी अमृता पर दिया विवादित बयान
चंडीगढ़. पंजाब में विधानसभा उपचुनाव के लिए प्रचार चल रहा. चुनाव प्रचार के दौरान पंजाब कांग्रेस अध्यक्ष अमरिंदर सिंह राजा वडिंग ने अपनी पत्नी अमृता वडिंग को लेकर एक बयान दिया जिसपर विवाद हो गया. बीजेपी ने कांग्रेस को घेरते हुए उसपर महिला विरोधी होने का आरोप लगाया तो वही …
Read More »एनसीपी (अजित पवार) तय करेगी महाराष्ट्र में किसकी बनेगी सरकार : नवाब मलिक
मुंबई. मानखुर्द शिवाजीनगर सीट पर महायुति गठबंधन के दो उम्मीदवार चुनाव लड़ रहे है. दरअसल, एनसीपी अजित पवार की तरफ से जहां नवाब मलिक को प्रत्याशी बनाया है वहीं शिवसेना शिंदे ने इस सीट पर सुरेश पाटील को टिकट दिया है. इसी बीच मलिक का बड़ा बयान सामने आया है. …
Read More »प्रयागराज महाकुंभ मेले में जमीन आवंटन को लेकर साधु-संतों में हुआ विवाद
लखनऊ. प्रयागराज में मेला प्राधिकरण कार्यालय में गुरुवार को उस वक्त अराजक स्थिति पैदा हो गई जब अखाड़ों के दो धड़ों के संतों के बीच भूमि आवंटन को लेकर विवाद भड़क गया. इस दौरान दोनों पक्षों के संतों ने एक-दूसरे पर जमकर मुक्के बरसाए, जिससे माहौल तनावपूर्ण हो गया. भूमि आवंटन …
Read More »जनजाति समाज के लिए चलाई जा रही आर्थिक विकास की योजनाएं
– प्रहलाद सबनानी जनजाति समाज बहुत ही कठिन परिस्थितियों का सामना करते हुए देश में दूर दराज इलाकों के सघन जंगलो के बीच वनों में रहता है। जनजाति समाज के सदस्य बहुत ही कठिन जीवन व्यतीत करते रहे हैं एवं देश के वनों की सुरक्षा में इस समाज का योगदान …
Read More »एमसीएक्स पर कॉटन-कैंडी वायदा के भाव में रु.390 की तेजीः क्रूड ऑयल वायदा रु.96 घटा
सोना वायदा रु.12 और चांदी वायदा रु.162 नरमः नैचुरल गैस में सुधारः मेंथा तेल में गिरावटः कमोडिटी वायदाओं में रु.11047.88 करोड़ और कमोडिटी ऑप्शंस में रु.60963.92 करोड़ का टर्नओवरः सोना-चांदी के वायदाओं में रु.7112.75 करोड़ का कारोबारः बुलियन इंडेक्स बुलडेक्स फ्यूचर्स 19007 पॉइंट के स्तर पर मुंबईः देश के अग्रणी …
Read More »