सोमवार, दिसंबर 23 2024 | 01:19:40 PM
Breaking News
Home / Tag Archives: GLOF threat

Tag Archives: GLOF threat

ଚତୁର୍ଥ ସିଓଡିଆରଆର କର୍ମଶାଳାରେ ‘‘ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲଓଏଫ୍) ବିପଦ ହ୍ରାସ ପାଇଁ ରଣନୀତି’’ ଉପରେ ଉଦଯାପନୀ ଅଭିଭାଷଣ ପ୍ରଦାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ‘‘କେବଳ ବିପତ୍ତି ମୁକାବିଲା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା’ ଏବଂ ଜିଏଲଓଏଫ୍ ବିପଦ ଭଳି ଆହ୍ୱାନର ମୁକାବିଲା ପାଇଁ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଉପରେ ଜୋର ଦେଲେ ଡକ୍ଟର ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି. କେ. ମିଶ୍ର ଆମ ଜନସମୁଦାୟ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ହିମବାହ ହ୍ରଦ ସହିତ ଜଡିତ ବିପଦକୁ ହ୍ରାସ କରିବା ଉପରେ ଆଲୋକପାତ କରିଛନ୍ତି। ଡ. ମିଶ୍ର ଆଜି ଏଠାରେ ଜିଏଲ୍ଓଏଫ୍ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା) ବିପଦ ହ୍ରାସ ପାଇଁ ରଣନୀତି ଉପରେ ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆରଆର୍) ର ଚତୁର୍ଥ କର୍ମଶାଳା ଅବସରରେ ବକ୍ତବ୍ୟ ରଖିଛନ୍ତି। ଏହି କର୍ମଶାଳାର ଆୟୋଜନ ପାଇଁ ଜାତୀୟ …

Read More »