மாநிலங்களவையில் இன்று ஏற்பட்ட குழப்பங்களுக்கு மத்தியில், உறுப்பினர்கள் ஒழுக்கம் மற்றும் கண்ணியத்தை கடைபிடிக்க வேண்டும் என்று தலைவர் திரு ஜக்தீப் தன்கர் வலியுறுத்தினார். நாடாளுமன்ற நடைமுறை விதிகளை பின்பற்றுமாறு அவர்களிடம் வேண்டுகோள் விடுத்த அவர், மதிப்பிற்குரிய உறுப்பினர்களே, நேற்று ஒரு வரலாற்று மைல்கல்லைக் குறித்தது. அதாவது நமது அரசியலமைப்பு 100 ஆண்டை எட்டுவதற்கு முந்தைய இறுதி கால் நூற்றாண்டின் தொடக்கமாக நேற்று இருந்தது. தேசியவாத உணர்வால் வழிநடத்தப்படும் நமது மூத்தோர் …
Read More »इतरांच्या आयुष्यात डोकावून पाहणाऱ्या लोकांच्या आयुष्यात डोकावून पाहण्यात मला रस होता: “दिव्या हेमंत खरनारे, ‘पी फॉर पापाराझी’चे दिग्दर्शक
आजही तो नेहमीप्रमाणे त्याच्या कामात व्यग्र होता. मनोजला कधीच स्वतःवर कॅमेरा रोखलेला आवडत नव्हता! ‘पी फॉर पापाराझी’ च्या पाठीमागील चमू प्रसारमाध्यमांना संबोधित करत असताना, अनुभवी पापाराझीची मध्यवर्ती भूमिका साकारणारा मनोज घटनांच्या वावटळीत सापडला. त्याक्षणी तो 55 व्या आंतरराष्ट्रीय चित्रपट महोत्सवात (इफ्फी) मास्टरक्लाससाठी पोहोचलेल्या दिग्गज संगीत दिग्दर्शक ए.आर. रहमानचा पाठलाग करत …
Read More »କେରଳ ପିରଭୀ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
କେରଳ ପିରଭୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “କେରଳ ପିରଭୀ ଅଭିନନ୍ଦନ ! କେରଳ ରାଜ୍ୟ ଏହାର ମନ୍ତ୍ରମୁଗ୍ଧ ପରିଦୃଶ୍ୟ, ଜୀବନ୍ତ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କ ପାଇଁ ଜଣାଶୁଣା । କେରଳର ଲୋକମାନେ ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଗାମୀ ଦିନରେ ରାଜ୍ୟବାସୀ ଏହି ଅଭିବୃଦ୍ଧି ଜାରି ରଖନ୍ତୁ ।” “കേരളപ്പിറവി ആശംസകൾ! മാസ്മരികമായ ഭൂപ്രകൃതിക്കും ഊർജസ്വലമായ പാരമ്പര്യത്തിനും കഠിനാധ്വാനികളായ ജനങ്ങൾക്കും പേരുകേട്ടതാണ് ഈ സംസ്ഥാനം. കേരളത്തിൽ നിന്നുള്ള ജനങ്ങൾ ലോകമെമ്പാടും, വിവിധ മേഖലകളിൽ തങ്ങളുടെ വ്യക്തിമുദ്ര പതിപ്പിച്ചിട്ടുണ്ട്. വരുംകാലങ്ങളിലും സംസ്ഥാനത്തെ ജനങ്ങൾ പുരോഗതി പ്രാപിക്കട്ടെ .”
Read More »ଛତିଶଗଡ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଛତିଶଗଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ସମସ୍ତ ଛତିଶଗଡବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ମୋର ହାର୍ଦ୍ଦିକ ଶୁଭକାମନା । ଗୌରବମୟ ଲୋକ ପରମ୍ପରା ଏବଂ ଆଦିବାସୀ ସଂସ୍କୃତିର ଏକ ଚମତ୍କାର ମିଳନ ଦ୍ୱାରା ସୁସଜ୍ଜିତ ଏହି ରାଜ୍ୟ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି ।”
Read More »କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “କର୍ଣ୍ଣାଟକର ଆଦର୍ଶ ସଂସ୍କୃତି ଏବଂ ପରମ୍ପରାକୁ ସ୍ୱୀକୃତି ଦେଇ କନ୍ନଡ ରାଜୋତ୍ସବ ଏକ ବିଶେଷ ଉତ୍ସବ । ଏହି ରାଜ୍ୟ ଉଲ୍ଲେଖନୀୟ ବ୍ୟକ୍ତିଙ୍କ ସହ ଆଶୀର୍ବାଦ ପ୍ରାପ୍ତ, ଯେଉଁମାନେ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ଏବଂ ନୂତନତ୍ୱକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି । କର୍ଣ୍ଣାଟକର ଲୋକମାନେ ସର୍ବଦା ସୁଖ ଏବଂ ସଫଳତାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।”
Read More »ହରିୟାଣାର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ହରିୟାଣାର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ନିଜର ସମୃଦ୍ଧଶାଳୀ ଐତିହାସିକ ଐତିହ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହରିୟାଣା ଦେଶର ବିକାଶରେ ସର୍ବଦା ଉଲ୍ଲେଖନୀୟ ଅବଦାନ ରଖିଛି । ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଏହାର ଅଭିବୃଦ୍ଧିରେ ଭାଗିଦାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଦେବା ସହ ମୁଁ ସେମାନଙ୍କର ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି ।”
Read More »ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ମଧ୍ୟପ୍ରଦେଶର ସମସ୍ତ ଅଧିବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସର ଅନେକ ଶୁଭକାମନା । ପ୍ରାକୃତିକ ସମ୍ପଦ ଏବଂ ସାଂସ୍କୃତିକ ଐତିହ୍ୟ ଦ୍ୱାରା ସମୃଦ୍ଧ ଏହି ରାଜ୍ୟ ସମସ୍ତ କ୍ଷେତ୍ରରେ ବିକାଶର ନୂଆ ମାନଦଣ୍ଡ ହାସଲ କରିବା ଜାରି ରଖୁ, ଏହା ମୋର କାମନା ।”
Read More »