குடியரசுத் தலைவர் திருமதி திரௌபதி முர்மு இன்று (நவம்பர் 5, 2024) குடியரசுத் தலைவர் மாளிகையில் உச்சநீதிமன்றத்தின் மூன்று வெளியீடுகளை வெளியிட்டார். இன்று வெளியிடப்பட்ட வெளியீடுகள்: (i) தேசத்திற்கான நீதி: இந்திய உச்சநீதிமன்றத்தின் 75 ஆண்டுகள் பற்றிய பிரதிபலிப்புகள்; (ii) இந்தியாவில் உள்ள சிறைச்சாலைகள்: மேப்பிங் சிறை கையேடுகள், சீர்திருத்தம் மற்றும் நெரிசலைக் குறைப்பதற்கான நடவடிக்கைகள்; மற்றும் (iii) சட்டப் பள்ளிகள் மூலம் சட்ட உதவி: இந்தியாவில் சட்ட உதவி மையங்களின் …
Read More »ଏଡିବି ଏହାର ସଦ୍ୟତମ ରିପୋର୍ଟରେ ଜୀବାଶ୍ମ ଇନ୍ଧନ ରିହାତିରେ ୮୫% ହ୍ରାସ ଉପରେ ଆଲୋକପାତ କରିଛି
ଜୀବାଶ୍ମ ଇନ୍ଧନ କବଳରେ କବଳିତ ହୋଇ ରହିଥିବା ବିଶ୍ୱରେ ଭାରତ ଏକ ଭିନ୍ନ ମାର୍ଗ ଆଡ଼କୁ ପାଦ ବଢ଼ାଇଛି । ଏସିଆନ ଡେଭଲପମେଂଟ ବ୍ୟାଙ୍କ ନିକଟରେ ଏସିଆ – ପ୍ରଶାନ୍ତ ମହାସାଗରୀୟ ଜଳବାୟୁ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତ ଜୀବାଶ୍ମ ଇନ୍ଧନ ରିହାତି ଉପରେ ଅସ୍ଥାୟୀ ନିର୍ଭରଶୀଳତାରୁ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛି । “ଅପସାରଣ, ଲକ୍ଷ୍ୟ ସ୍ଥିରୀକରଣ ଏବଂ ପରିବର୍ତ୍ତନ” ରଣନୀତି ଦ୍ୱାରା …
Read More »ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ଅନୁଷ୍ଠିତ
ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସହଯୋଗରେ ଆଜି ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ବା ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି । ସୁନାମି ମୁକାବିଲା ନିମନ୍ତେ ଛାୟା ଅଭ୍ୟାସ ପୁରୀ ଜିଲ୍ଲାର ନରସିଂହପାଟଣାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦିଉ ଓ ଦାମନ ଓ ଗୁଜରାଟ ଆଦିର ସବୁ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବ୍ୟତୀତ ନୌସେନା, ତଟରକ୍ଷୀ ବାହିନୀ ଏବଂ ଜାତୀୟ …
Read More »ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ ଅଟା କିଲୋ ପିଛା ସର୍ବାଧିକ ୩୦ ଟଙ୍କା …
Read More »ଛଟ୍ ପୂଜାର ପ୍ରଥମ ଦିନରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା
ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ମହାପର୍ବ ଛଟ୍ ର ଆଜି ନହାୟ-ଖାୟର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା । ବିଶେଷ ଭାବେ ବ୍ରତଧାରୀମାନଙ୍କୁ ମୋର ଅଭିନନ୍ଦନ । ଛଟ୍ ମା’ଙ୍କ କୃପାରୁ ଆପଣ ସମସ୍ତଙ୍କ ପୂଜା ସଫଳତାପୂର୍ବକ ସମ୍ପନ୍ନ ହେଉ, ଏହା ହିଁ ମୋର …
Read More »ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଭାଗ ନେଲେ ରାଷ୍ଟ୍ରପତି
ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଧର୍ମର ଭୂମି । ପ୍ରତ୍ୟେକ ଯୁଗରେ, ଭାରତରେ ମହାନ ଗୁରୁ ଏବଂ ରହସ୍ୟବାଦୀ, ଦର୍ଶକ ଏବଂ ସାଧକ ରହିଆସିଛନ୍ତି, ଯେଉଁମାନେ ମାନବିକତା ଭିତରେ ଶାନ୍ତି ଏବଂ ବାହାରେ ସଦ୍ଭାବ ଖୋଜିବାର ମାର୍ଗ ଦେଖାଇଛନ୍ତି। ଏହି ପଥପ୍ରଦର୍ଶକମାନଙ୍କ ମଧ୍ୟରେ ବୁଦ୍ଧଙ୍କ ସ୍ଥାନ ଅଦ୍ୱିତୀୟ । ବୋଦ୍ଧଗୟା ସ୍ଥିତ ବୋଧି ଗଛ ତଳେ ସିଦ୍ଧାର୍ଥ ଗୌତମଙ୍କ ଜ୍ଞାନ ପ୍ରାପ୍ତି ଇତିହାସରେ ଅଦ୍ୱିତୀୟ ଘଟଣା । ସେ କେବଳ ମଣିଷ ମନର କାର୍ଯ୍ୟ ବିଷୟରେ ତୁଳନାତ୍ମକ ଭାବରେ ସମୃଦ୍ଧ ଜ୍ଞାନ ହାସଲ କରିନଥିଲେ, ବରଂ ଜନତାଙ୍କ କଲ୍ୟାଣ ପାଇଁ ସେ “ବହୁଜନ ସୁଖାୟ ବହୁଜନ ହିତାୟ ଚ” ଚିନ୍ତାଧାରା ସହିତ ସମସ୍ତ ଲୋକଙ୍କୁ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଋାଷ୍ଟ୍ରପତି କହିଛନ୍ତି ଯେ, ଶତାବ୍ଦୀ ଧରି ଭିନ୍ନ ଭିନ୍ନ ଅଭ୍ୟାସକାରୀମାନେ ବୁଦ୍ଧଙ୍କ ବକ୍ତବ୍ୟର ଭିନ୍ନ ଅର୍ଥ ବାହାର କରୁଥିଲେ ଏବଂ ଏହପରି ଭାବରେ ବିଭିନ୍ନ ସମ୍ପ୍ରଦାୟର ସୃଷ୍ଟି ହୋଇଥିଲା । ବ୍ୟାପକ ବର୍ଗୀକରଣରେ ଆଜି ଆମର ଥେରବାଦ, ମହାଯାନ ଏବଂ ବଜ୍ରଯାନ ପରମ୍ପରା ଅଛି, ସେମାନଙ୍କ ମଧ୍ୟରେ ଅନେକ ବିଦ୍ୟାଳୟ ଏବଂ ସମ୍ପ୍ରଦାୟ ରହିଛି । ଏହାଛଡା, ବୁଦ୍ଧ ଧର୍ମର ଏପରି ବିକାଶ ଇତିହାସର ବିଭିନ୍ନ ସମୟ ମଧ୍ୟରେ ଅନେକ ଦିଗରେ ହୋଇଥିଲା । ବିସ୍ତାରିତ ଭୌଗଳିକ କ୍ଷେତ୍ରରେ ଧମ୍ମର ଏହି ବିସ୍ତାର ଏକ ସମ୍ପ୍ରଦାୟ, ଏକ ବଡ ସଂଘର ନିର୍ମାଣ କଲା । ଏକ ଅର୍ଥରେ, ଭାରତ ଯାହା ବୁଦ୍ଧଙ୍କ ଜ୍ଞାନ ଭୂମି ଅଟେ ଏହାର କେନ୍ଦ୍ରରେ ରହିଛି । କିନ୍ତୁ ଭଗବାନଙ୍କ ବିଷୟରେ ଯାହା କୁହାଯାଇଛି, ତାହା ଏହି ବୃହତ ବୌଦ୍ଧ ସଂଗଠନ ବିଷୟରେ ମଧ୍ୟ ସତ୍ୟ : ଏହାର କେନ୍ଦ୍ର ସବୁ ସ୍ଥାନରେ ରହିଛି ଏବଂ ପରିଧି କୌଣସି ସ୍ଥାନରେ ନାହିଁ । ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଯେତେବେଳେ ବିଶ୍ୱ ଅନେକ କ୍ଷେତ୍ରରେ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହେଉଛି, ଏହା ସମ୍ମୁଖରେ କେବଳ ବିବାଦ ନୁହେଁ, ବରଂ ଜଳବାୟୁ ସଂକଟ ମଧ୍ୟ ଦେଖାଦେଇଛି, ସେତେବେଳେ ଏକ ବୃହତ ବୌଦ୍ଧ ସମ୍ପ୍ରଦାୟକୁ ମାନବ ଜାତିକୁ କିଛି ଦେବାକୁ ପଡିବ । ବୌଦ୍ଧ ଧର୍ମର ବିଭିନ୍ନ ବିଦ୍ୟାଳୟ ସମଗ୍ର ବିଶ୍ୱକୁ ଦର୍ଶାଏ ଯେ କିପରି ସଂକୀର୍ଣ୍ଣ ସାମ୍ପ୍ରଦାୟିକତାକୁ ପ୍ରତିହତ କରାଯିବ । ସେମାନଙ୍କର ମୁଖ୍ୟ ବାର୍ତ୍ତା ଶାନ୍ତି ଏବ ଅହିଂସା ଉପରେ କେନ୍ଦ୍ରୀତ । ଯଦି କୌଣସି ଗୋଟିଏ ଶବ୍ଦ ବୁଦ୍ଧ ଧମ୍ମକୁ ବ୍ୟକ୍ତ କରିପାରିବ, ତେବେ ତାହା ହେଉଛି, କରୁଣା କିମ୍ବା ଦୟା, ଯାହାର ଆବଶ୍ୟକତା ଆଜି ବିଶ୍ୱକୁ ସର୍ବାଧିକ ରହିଛି । ରାଷ୍ଟ୍ରପତି କହିଛନ୍ତି ଯେ ବୁଦ୍ଧଙ୍କ ଶିକ୍ଷାର ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ଏକ ବଡ ସାମୂହିକ ପ୍ରୟାସ ଅଟେ । ସେ ଖୁସିରେ କହିଛନ୍ତି ଯେ ଭାରତ ସରକାର ଅନ୍ୟ ଭାଷା ମଧ୍ୟରେ ପାଲି ଏବଂ ପ୍ରାକୃତକୁ ‘ଶାସ୍ତ୍ରୀୟ ଭାଷା’ ର ମାନ୍ୟତା ଦେଇଛନ୍ତି । ସେ କହିଛନ୍ତି ଯେ ପାଲି ଏବଂ ପ୍ରାକୃତ ଭାଷାକୁ ଏବେ ଆର୍ôଥକ ସହାୟତା ଦିଆଯିବ, ଯାହା ସେମାନଙ୍କର ସାହିତ୍ୟିକ ଭଣ୍ଡାରର ସଂରକ୍ଷଣ ତଥା ପୁନରୁତ୍ଥାନରେ ଯଥେଷ୍ଟ ସହାୟକ ହେବ । ରାଷ୍ଟ୍ରପତି କହିଛନ୍ତି ଯେ ଆମକୁ ଏସିଆକୁ ମଜବୁତ କରିବା ପାଇଁ ବୁଦ୍ଧ ଧର୍ମର ଭୂମିକା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ପ୍ରକୃତରେ ବୁଦ୍ଧ ଧର୍ମ ଏସିଆ ଏବଂ ବିଶ୍ୱରେ ଶାନ୍ତି, ପ୍ରକୃତ ଶାନ୍ତି କିପରି ଆଣିପାରିବ ତାହା ଉପରେ ବିସ୍ତାର ଭାବରେ ଆଲୋଚନା କରିବାକୁ ପଡିବ । କେବଳ ଶାରୀରିକ ହିଂସା ନୁହେଁ ବରଂ ସମସ୍ତ ପ୍ରକାର ଲୋଭ ଏବଂ ଘୃଣାରୁ ମୁକ୍ତ ଶାନ୍ତି – ବୁଦ୍ଧଙ୍କ ଅନୁଯାୟୀ ଏହି ଦୁଇଟି ମାନସିକ ଶକ୍ତି ଆମର ସମସ୍ତ ଦୁଃଖର କାରଣ । ବୁଦ୍ଧଙ୍କ ଶିକ୍ଷାରେ ଆମର ସହଭାଗୀ ଐତିହ୍ୟକୁ ଆଧାର କରି ଏହି ସମ୍ମିଳନୀ ଆମର ସହଯୋଗକୁ ମଜବୁତ କରିବାରେ ବହୁ ଦୂର ଯିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ।
Read More »सीबीआई ने अवैध खनन मामले में 3 राज्यों की 16 जगहों पर की छापेमारी
नई दिल्ली. केंद्रीय जांच एजेंसी सीबीआई ने झारखंड के नींबू पहाड़ में अवैध खनन घोटाले के सिलसिले में मंगलवार को 16 स्थानों पर छापेमारी की. सीबीआई द्वारा स्टोन माइनिंग से जुड़े मामले में सर्च ऑपरेशन की कार्रवाई, जिसके तहत तीन राज्यों के 16 लोकेशन में सर्च ऑपरेशन चलाया गया. सीबीआई की …
Read More »झारखंड विधानसभा चुनाव के लिए इंडी गठबंधन ने घोषित किया घोषणापत्र
रांची. झारखंड विधानसभा चुनाव के लिए इंडिया गठबंधन ने अपना घोषणापत्र जारी कर दिया है। झारखंड की राजधानी रांची में मंगलवार JMM और कांग्रेस ने मिलकर इंडिया गठबंधन की 7 गारंटियों की घोषणा की। इस दौरान झारखंड के सीएम हेमंत सोरेन और कांग्रेस के राष्ट्रीय अध्यक्ष मल्लिकार्जुन खरगे मौजूद रहे। झारखंड …
Read More »सोने के वायदा में 58 रुपये और चांदी वायदा में 299 रुपये की बढ़तः क्रूड ऑयल में 9 रुपये का सुधार
नैचुरल गैस, कॉटन-केंडी, मेंथा तेल में नरमीः मेटल्स में वृद्धिः कमोडिटी वायदाओं में 9054.68 करोड़ रुपये और कमोडिटी ऑप्शंस में 31457.03 करोड़ रुपये का टर्नओवरः सोना-चांदी के वायदाओं में 5957.78 करोड़ रुपये का कारोबारः बुलियन इंडेक्स बुलडेक्स फ्यूचर्स 19521 पॉइंट के स्तर पर मुंबई. देश के अग्रणी कमोडिटी डेरिवेटिव्स एक्सचेंज …
Read More »मध्य प्रदेश सरकार महिलाओं को नौकरी में देगी 35% आरक्षण
भोपाल. मध्य प्रदेश में महिलाओं को सरकारी नौकरी में 35 प्रतिशत आरक्षण मिलेगा। यह आरक्षण एमपी में होने वाली सभी नियुक्तियों में दिया जाएगा। मंगलवार को हुई कैबिनेट की बैठक में इस फैसले पर मुहर लगी है। दरअसल, महिला आरक्षण 33% से बढ़ाकर 35% करने का निर्णय 3 अक्टूबर 2023 को …
Read More »
Matribhumisamachar
