ଛତିଶଗଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ସମସ୍ତ ଛତିଶଗଡବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ମୋର ହାର୍ଦ୍ଦିକ ଶୁଭକାମନା । ଗୌରବମୟ ଲୋକ ପରମ୍ପରା ଏବଂ ଆଦିବାସୀ ସଂସ୍କୃତିର ଏକ ଚମତ୍କାର ମିଳନ ଦ୍ୱାରା ସୁସଜ୍ଜିତ ଏହି ରାଜ୍ୟ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି ।”
Read More »କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “କର୍ଣ୍ଣାଟକର ଆଦର୍ଶ ସଂସ୍କୃତି ଏବଂ ପରମ୍ପରାକୁ ସ୍ୱୀକୃତି ଦେଇ କନ୍ନଡ ରାଜୋତ୍ସବ ଏକ ବିଶେଷ ଉତ୍ସବ । ଏହି ରାଜ୍ୟ ଉଲ୍ଲେଖନୀୟ ବ୍ୟକ୍ତିଙ୍କ ସହ ଆଶୀର୍ବାଦ ପ୍ରାପ୍ତ, ଯେଉଁମାନେ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ଏବଂ ନୂତନତ୍ୱକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି । କର୍ଣ୍ଣାଟକର ଲୋକମାନେ ସର୍ବଦା ସୁଖ ଏବଂ ସଫଳତାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।”
Read More »ହରିୟାଣାର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ହରିୟାଣାର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ନିଜର ସମୃଦ୍ଧଶାଳୀ ଐତିହାସିକ ଐତିହ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହରିୟାଣା ଦେଶର ବିକାଶରେ ସର୍ବଦା ଉଲ୍ଲେଖନୀୟ ଅବଦାନ ରଖିଛି । ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଏହାର ଅଭିବୃଦ୍ଧିରେ ଭାଗିଦାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଦେବା ସହ ମୁଁ ସେମାନଙ୍କର ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି ।”
Read More »ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ମଧ୍ୟପ୍ରଦେଶର ସମସ୍ତ ଅଧିବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସର ଅନେକ ଶୁଭକାମନା । ପ୍ରାକୃତିକ ସମ୍ପଦ ଏବଂ ସାଂସ୍କୃତିକ ଐତିହ୍ୟ ଦ୍ୱାରା ସମୃଦ୍ଧ ଏହି ରାଜ୍ୟ ସମସ୍ତ କ୍ଷେତ୍ରରେ ବିକାଶର ନୂଆ ମାନଦଣ୍ଡ ହାସଲ କରିବା ଜାରି ରଖୁ, ଏହା ମୋର କାମନା ।”
Read More »ଭାରତୀୟ ଅର୍ଥନୀତିଜ୍ଞ ତଥା ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ରତୀୟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଡ. ବିବକେ ଦେବରାୟ ମହାନ ବିଦ୍ୱାନ ଥିଲେ ଏବଂ ଅର୍ଥଶଶର୍ସ୍ତ, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟ ବିବିଧ କ୍ଷେତ୍ରରେ ପାରଙ୍ଗମ ଥିଲେ । ନିଜ କାର୍ଯର୍୍ୟ ଜରିଆରେ ସେ ଭାରତର ବୌଦ୍ଧିକ ପରିଦୃଶ୍ୟ ଉପରେ ଏକ ଅଲିଭା ଛାପ ଛାଡ଼ିଛନ୍ତି । ସାର୍ବଜନୀକ ନୀତିରେ ଯୋଗଦାନ ସହିତ ସେ ଆମର ପ୍ରାଚୀନ ଗ୍ରନ୍ଥ ଉପରେ କାମ କରିଛନ୍ତି ଯାହାକୁ ଯୁବପିଢ଼ିଙ୍କ ପାଇଁ ସୁଲଭ କରି ଆନନ୍ଦ ପାଇପାରିଛନ୍ତି ।”
Read More »জম্মু-কাশ্মীৰৰ বিধায়ক দেৱেন্দ্ৰ সিং ৰাণাৰ বিয়োগত প্ৰধানমন্ত্ৰীৰ শোক
প্ৰধানমন্ত্ৰী শ্ৰী নৰেন্দ্ৰ মোদীয়ে জম্মু-কাশ্মীৰৰ বিধায়ক দেৱেন্দ্ৰ সিং ৰাণাৰ দেহাৱসানত শোক প্ৰকাশ কৰিছে। প্ৰধানমন্ত্ৰীগৰাকীয়ে এইদৰে প’ষ্ট কৰিছেঃ “দেৱেন্দ্ৰ সিং ৰাণা ডাঙৰীয়াৰ অকাল মৃত্যুৰ বাতৰিয়ে মৰ্মাহত কৰিছে। তেওঁ জম্মু-কাশ্মীৰৰ প্ৰগতিৰ অৰ্থে নেৰা-নেপেৰাকৈ কাম কৰি অহা এগৰাকী প্ৰবীণ নেতা আছিল। তেওঁ কেইদিনমান পূৰ্বে জম্মু-কাশ্মীৰৰ বিধানসভা নিৰ্বাচনত জয়ী হোৱাৰ লগতে ইয়াত বিজেপিক শক্তিশালী …
Read More »ଜମ୍ମୁ କାଶ୍ମୀରର ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀରର ବିଧାୟକ ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସେ ଜଣେ ଅନୁଭବି ନେତା ଥିଲେ, ଯିଏ ଜମ୍ମୁ କାଶ୍ମୀରର ଅଗ୍ରଗତି ଦିଗରେ ଯତ୍ନବାନ ଥିଲେ । ସେ ନିକଟରେ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ଜମ୍ମୁ କାଶ୍ମୀରରେ ବିଜେପିକୁ ମଜବୁତ କରିବା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲ । ଦୁଃଖର ଏହି ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ମୋର ସମବେଦନା ରହିଛି । ଓମ୍ ଶାନ୍ତି ।”
Read More »ਪ੍ਰਧਾਨ ਮੰਤਰੀ ਨੇ ਜੰਮੂ-ਕਸ਼ਮੀਰ ਦੇ ਵਿਧਾਇਕ, ਸ਼੍ਰੀ ਦੇਵੇਂਦਰ ਸਿੰਘ ਰਾਣਾ ਦੇ ਦੇਹਾਂਤ ‘ਤੇ ਸੋਗ ਪ੍ਰਗਟ ਕੀਤਾ
ਪ੍ਰਧਾਨ ਮੰਤਰੀ, ਸ਼੍ਰੀ ਨਰੇਂਦਰ ਮੋਦੀ ਨੇ ਜੰਮੂ-ਕਸ਼ਮੀਰ ਦੇ ਵਿਧਾਇਕ, ਸ਼੍ਰੀ ਦੇਵੇਂਦਰ ਸਿੰਘ ਰਾਣਾ ਦੇ ਦੇਹਾਂਤ ‘ਤੇ ਸੋਗ ਪ੍ਰਗਟ ਕੀਤਾ ਹੈ। ਪ੍ਰਧਾਨ ਮੰਤਰੀ ਨੇ ਐਕਸ (X) ‘ਤੇ ਪੋਸਟ ਕੀਤਾ: “ਸ਼੍ਰੀ ਦੇਵੇਂਦਰ ਸਿੰਘ ਰਾਣਾ ਜੀ ਦਾ ਅਚਾਨਕ ਦੇਹਾਂਤ ਅਤਿਅੰਤ ਦੁਖਦਾਈ ਹੈ। ਉਹ ਇੱਕ ਅਨੁਭਵੀ ਨੇਤਾ ਸਨ, ਜਿਨ੍ਹਾਂ ਨੇ ਜੰਮੂ-ਕਸ਼ਮੀਰ ਦੀ ਪ੍ਰਗਤੀ ਦੇ ਲਈ ਲਗਨ …
Read More »ഇന്ത്യൻ സാമ്പത്തിക വിദഗ്ധനും സാമ്പത്തിക ഉപദേശകസമിതി അധ്യക്ഷനുമായ ഡോ. ബിബേക് ദേബ്റോയിയുടെ നിര്യാണത്തിൽ പ്രധാനമന്ത്രി അനുശോചനം രേഖപ്പെടുത്തി
ഇന്ത്യൻ സാമ്പത്തിക വിദഗ്ധനും പ്രധാനമന്ത്രിയുടെ സാമ്പത്തിക ഉപദേശകസമിതി അധ്യക്ഷനുമായ ഡോ. ബിബേക് ദേബ്റോയിയുടെ നിര്യാണത്തിൽ പ്രധാനമന്ത്രി ശ്രീ നരേന്ദ്ര മോദി അനുശോചനം രേഖപ്പെടുത്തി. “സാമ്പത്തികശാസ്ത്രം, ചരിത്രം, സംസ്കാരം, രാഷ്ട്രീയം, ആത്മീയത തുടങ്ങി വിവിധ മേഖലകളിൽ പ്രാവീണ്യമുള്ള ഉന്നത പണ്ഡിതനായിരുന്നു ഡോ. ബിബേക് ദേബ്റോയിജി. തന്റെ കൃതികളിലൂടെ അദ്ദേഹം ഇന്ത്യയുടെ ബൗദ്ധിക ഭൂപ്രകൃതിയിൽ മായാത്ത മുദ്ര പതിപ്പിച്ചു. പൊതുനയങ്ങൾക്കു നൽകിയ സംഭാവനകൾക്കപ്പുറം, നമ്മുടെ പുരാതന ഗ്രന്ഥങ്ങളുടെ കാര്യത്തിൽ പ്രവർത്തിക്കുന്നത് അദ്ദേഹം ആസ്വദിക്കുകയും …
Read More »జమ్మూకాశ్మీర్ శాసన సభ్యుడు శ్రీ దేవేందర్ సింగ్ రాణా మృతి పట్ల ప్రధానమంత్రి సంతాపం
జమ్మూ కాశ్మీర్ శాసన సభ్యుడు శ్రీ దేవేందర్ సింగ్ రాణా మృతి పట్ల ప్రధానమంత్రి శ్రీ నరేంద్ర మోదీ సంతాపం వ్యక్తం చేశారు. “’దేవేందర్ సింగ్ రాణా అకాల మరణం దిగ్భ్రాంతి కలిగించింది. అనుభవం కలిగిన నాయకుడుగా రాణా జమ్మూ కాశ్మీర్ అభివృద్ధి కోసం చిత్తశుద్ధితో పని చేశారు. అసెంబ్లీ ఎన్నికల్లో విజయం సాధించి జమ్మూ కాశ్మీర్ లో బీజేపీని బలోపేతం చేయడంలో ఆయన కీలక పాత్ర పోషించారు. ఆయన …
Read More »