ରତୀୟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଡ. ବିବକେ ଦେବରାୟ ମହାନ ବିଦ୍ୱାନ ଥିଲେ ଏବଂ ଅର୍ଥଶଶର୍ସ୍ତ, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟ ବିବିଧ କ୍ଷେତ୍ରରେ ପାରଙ୍ଗମ ଥିଲେ । ନିଜ କାର୍ଯର୍୍ୟ ଜରିଆରେ ସେ ଭାରତର ବୌଦ୍ଧିକ ପରିଦୃଶ୍ୟ ଉପରେ ଏକ ଅଲିଭା ଛାପ ଛାଡ଼ିଛନ୍ତି । ସାର୍ବଜନୀକ ନୀତିରେ ଯୋଗଦାନ ସହିତ ସେ ଆମର ପ୍ରାଚୀନ ଗ୍ରନ୍ଥ ଉପରେ କାମ କରିଛନ୍ତି ଯାହାକୁ ଯୁବପିଢ଼ିଙ୍କ ପାଇଁ ସୁଲଭ କରି ଆନନ୍ଦ ପାଇପାରିଛନ୍ତି ।”
Read More »