रविवार, अप्रैल 05 2026 | 07:46:02 PM
Breaking News
Home / Saransh Kanaujia (page 940)

Saransh Kanaujia

लेखक 2011 से पत्रकारिता के क्षेत्र में कार्य कर रहे हैं. कई पुस्तकों का लेखन भी कर चुके हैं. विशेष रूप से राजनीतिक, भारतीय संस्कृति और राष्ट्र से जुड़े विषयों पर लेख लिखते रहे हैं. तात्कालिक विषयों पर भी अच्छी समझा है.

గ్రీసు ప్రధానితో మాట్లాడిన ప్రధానమంత్రి శ్రీ నరేంద్ర మోదీ

ప్రధాని శ్రీ నరేంద్ర మోదీకి గ్రీసు ప్రధాని శ్రీ కిరియకోస్ మిట్సుటాకీస్ ఫోన్ చేశారు. భారత సార్వత్రిక ఎన్నికల్లో మరోసారి విజయం సాధించినందుకు ప్రధాని శ్రీ నరేంద్ర మోదీని గ్రీస్ ప్రధాని శ్రీ మిట్సుటాకీస్ అభినందించారు. ఇటీవల జరిగిన ఉన్నత స్థాయి చర్చల నేపథ్యంలో ద్వైపాక్షిక సంబంధాలు మరింత పుంజుకోవడంపై నేతలిద్దరూ సంతృప్తి వ్యక్తం చేశారు. భారత- గ్రీసు వ్యూహాత్మక భాగస్వామ్యాన్ని మరింత ముందుకు తీసుకుపోవాలన్న అభిప్రాయాన్ని పునరుద్ఘాంటించారు. ఈ ఏడాది ఆరంభంలో …

Read More »

पंतप्रधान नरेंद्र मोदी यांनी ग्रीसच्या पंतप्रधानांशी साधला संवाद

पंतप्रधान नरेंद्र मोदी यांनी आज दुरध्वनी द्वारे ग्रीसचे पंतप्रधान किरियाकोस मित्सोटाकिस यांच्याशी संवाद साधला. भारतातील सार्वत्रिक निवडणुकीत पुन्हा निवडून आल्याबद्दल पंतप्रधान मित्सोटाकिस यांनी पंतप्रधान नरेंद्र मोदी यांचे हार्दिक अभिनंदन केले. दोन्ही नेत्यांनी अलीकडील उच्च-स्तरीय देवाणघेवाणीद्वारे द्विपक्षीय संबंधांना आलेल्या गतीची प्रशंसा केली. भारत-ग्रीस धोरणात्मक भागीदारी आणखी मजबूत करण्याच्या दृढ वचनबद्धतेचा पुनरुच्चारही …

Read More »

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

ଶିକ୍ଷକମାନେ ଦେଶ ଓ ଜାତିର ନିର୍ମାତା ହୋଇଥିବାରୁ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନରେ ସେମାନଙ୍କର ଭୂମିକା ସର୍ବଦା ଅଗ୍ରଗଣ୍ୟ ବୋଲି ମତପ୍ରକାଶ କରିଛନ୍ତି ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରିୟଦର୍ଶୀ ସାଲିଆସାହିରୁ ସିଙ୍ଗାପୁର ପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ଦେଇ ସାମାଜିକ …

Read More »

କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଯୋଜନା “ନମୋ ଡ୍ରୋନ ଦିଦି”ର ପରିଚାଳନା ମାର୍ଗଦର୍ଶିକା ଜାରି

ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ୍ ଦିଦି’ କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି ଯୋଜନାରେ ୨୦୨୪- ୨୫ ରୁ ୨୦୨୫ -୨୦୨୬ ମଧ୍ୟରେ ୧୪୫୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କୃଷକମାନଙ୍କୁ ଭଡ଼ା ଦେବା (ବର୍ତ୍ତମାନ ପାଇଁ ତରଳ ସାର ଓ କୀଟନାଶକ ପ୍ରୟୋଗ) ପାଇଁ ଡ୍ରୋନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗ ଏହି ଯୋଜନାର ପରିଚାଳନା ନିର୍ଦ୍ଦେଶାବଳୀ ଜାରି କରିଛି ଏବଂ ‘ନମୋ ଡ୍ରୋନ୍ ଦିଦି’ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ କାର୍ଯ୍ୟକାରିତାକୂ ସୁନିଶ୍ଚିତ କରିବା ପାଇଁ ଏହି ପରିଚାଳନା ନିର୍ଦ୍ଦେଶାବଳୀର ଅର୍ଥପୂର୍ଣ୍ଣ ଉପଯୋଗ କରିବାକୁ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରାଯାଇଛି। ପରିଚାଳନା ନିର୍ଦ୍ଦେଶାବଳୀର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ : – କୃଷି ଓ କୃଷକ କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସାର ବିଭାଗ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବଙ୍କ କ୍ଷମତାସମ୍ପନ୍ନ କମିଟି ଦ୍ୱାରା ଏହି ଯୋଜନା କେନ୍ଦ୍ର ସ୍ତରରେ ପରିଚାଳିତ ହେବ । – ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ଯ୍ୟକାରୀ ଓ ତଦାରଖ କମିଟି ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ପ୍ରତିନିଧିତ୍ୱ ଏହି ଯୋଜନାର ପ୍ରଭାବଶାଳୀ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ଦାୟୀ ରହିବ ଏବଂ ଏହା ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧୀୟ ସମସ୍ତ ବୈଷୟିକ ବିଷୟରେ ସାମଗ୍ରିକ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ । – ଏହି ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ୟାକେଜ୍ ଭାବରେ ଡ୍ରୋନ୍ କିଣିବା ପାଇଁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଉପକରଣ / ଆନୁଷଙ୍ଗିକ ଶୁଳ୍କର ସର୍ବାଧିକ ୮.୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୮୦% ହାରରେ କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। – ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର କ୍ଲଷ୍ଟର ସ୍ତରୀୟ ମହାସଂଘ (ସିଏଲ୍ଏଫ୍) ନାସନାଲ୍ ଏଗ୍ରିକଲଚର ଇନ୍ଫ୍ରା ଫାଇନାନ୍ସିଂ ଫାସିଲିଟି (ଏଆଇଏଫ୍) ଅଧୀନରେ ଋଣ ଆକାରରେ ବଳକା ରାଶି (ସମୁଦାୟ କ୍ରୟ ଖର୍ଚ୍ଚରୁ ରିହାତିକୁ ବାଦ ଦେଇ) ବୃଦ୍ଧି କରିପାରିବେ। ଏଆଇଏଫ୍ ଋଣ ଉପରେ ୩% ହାରରେ ସୁଧ ରିହାତି ସିଏଲଏଫ /ଏସଏଚଜିମାନଙ୍କୁ ପ୍ରଦାନ କରାଯିବ। – ସିଏଲଏଫ /ଏସଏଚଜିମାନଙ୍କ ପାଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅନ୍ୟାନ୍ୟ ଉତ୍ସ/ କାର୍ଯ୍ୟକ୍ରମ /ଯୋଜନାରୁ ଋଣ ପାଇବାର ବିକଳ୍ପ ରହିବ। – ଏହି ଯୋଜନାରେ କେବଳ ଡ୍ରୋନ ନୁହେଁ, ପ୍ୟାକେଜ ଭାବରେ ଡ୍ରୋନ ଯୋଗାଇ ଦିଆଯିବ । ଏହି ପ୍ୟାକେଜରେ ତରଳ ସାର ଓ କୀଟନାଶକ ସିଞ୍ଚନ ପାଇଁ ସ୍ପ୍ରେ ଆସେମ୍ବଲି ସହ ମୌଳିକ ଡ୍ରୋନ, ଡ୍ରୋନ୍ କ୍ୟାରିଂ ବକ୍ସ, ଷ୍ଟାଣ୍ଡାର୍ଡ ବ୍ୟାଟେରୀ ସେଟ୍, ଡାଉନୱାର୍ଡ ଫେସିଂ କ୍ୟାମେରା, ଡୁଆଲ ଚ୍ୟାନେଲ ଫାଷ୍ଟ ବ୍ୟାଟେରୀ ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଆନିମୋମିଟର, ପିଏଚ୍ ମିଟର ଏବଂ ସମସ୍ତ ସାମଗ୍ରୀ ଉପରେ ୧ ବର୍ଷର ଅନସାଇଟ୍ ଗ୍ୟାରେଣ୍ଟି ରହିବ। ଏହି ପ୍ୟାକେଜରେ ୦୪ଟି ସ୍ପେୟାର ବ୍ୟାଟେରୀ ସେଟ୍, ଗୋଟିଏ ସ୍ପେୟାର ପ୍ରୋପେଲର ସେଟ୍ (ପ୍ରତି ସେଟ୍ ରେ ୬ଟି ପ୍ରୋପେଲର୍ ଥାଏ), ନୋଜଲ ସେଟ୍, ଡୁଆଲ୍ ଚ୍ୟାନେଲ୍ ଫାଷ୍ଟ ବ୍ୟାଟେରି ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଡ୍ରୋନ୍ ପାଇଲଟ୍ ଓ ଡ୍ରୋନ୍ ଆସିଷ୍ଟାଣ୍ଟଙ୍କ ପାଇଁ ୧୫ ଦିନର ପ୍ରଶିକ୍ଷଣ, ଏକ ବର୍ଷର ବ୍ୟାପକ ବୀମା, ୨ ବର୍ଷର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ଏବଂ ପ୍ରଯୁଜ୍ୟ ଜିଏସଟି ରହିଛି । ଅତିରିକ୍ତ ବ୍ୟାଟେରୀ ସେଟ୍ ନିରନ୍ତର ଡ୍ରୋନ୍ ଉଡ଼ାଣକୁ ସୁନିଶ୍ଚିତ କରିବ , ଯାହା ଗୋଟିଏ ଦିନରେ ୨୦ ଏକର ଜମିକୁ ସହଜରେ ଅତିକ୍ରମ କରିପାରିବ । – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ୧୫ ଦିନିଆ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ, ଯେଉଁଥିରେ ବାଧ୍ୟତାମୂଳକ ଡ୍ରୋନ୍ ପାଇଲଟ ତାଲିମ ଏବଂ ପୋଷକ ତତ୍ତ୍ୱ ଏବଂ କୀଟନାଶକ ପ୍ରୟୋଗ ପାଇଁ କୃଷି ଉଦ୍ଦେଶ୍ୟରେ ଅତିରିକ୍ତ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ । ବିଦ୍ୟୁତସାମଗ୍ରୀ ମରାମତି, ଫିଟିଂ ଓ ମେକାନିକାଲ୍ କାମ କରିବାକୁ ଇଚ୍ଛା ରଖିଥିବା ଏସ୍ଏଚଜିର ଅନ୍ୟ ସଦସ୍ୟ/ ପରିବାର ସଦସ୍ୟଙ୍କୁ ଡ୍ରୋନ୍ ସହାୟକ ଭାବେ ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ୍ ନିର୍ମାତାମାନେ ପରିଚାଳନା ମାର୍ଗଦର୍ଶିକାରେ ଦର୍ଶାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ଡ୍ରୋନ୍ ଯୋଗାଣ ସହିତ ପ୍ୟାକେଜ୍ ଭାବରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ। – ରାଜ୍ୟ ଗୁଡ଼ିକ ପାଇଁ ଦାୟୀ ମୁଖ୍ୟ ସାର କମ୍ପାନୀ (ଏଲ୍ ଏଫ୍ ସି) ରାଜ୍ୟସ୍ତରରେ ଏହି ଯୋଜନାର କାର୍ଯ୍ୟକାରୀ ଏଜେନ୍ସି ହେବେ ଏବଂ ସେମାନେ ରାଜ୍ୟ ବିଭାଗ, ଡ୍ରୋନ୍ ଉତ୍ପାଦନକାରୀ, ସ୍ବୟଂ ସହାୟକ ଗୋଷ୍ଠୀ/ ସ୍ବୟଂ ସହାୟକ ଗୋଷ୍ଠୀର କ୍ଲଷ୍ଟର ସ୍ତରୀୟ ମହାସଂଘ ଏବଂ କୃଷକ/ ହିତାଧିକାରୀ ଇତ୍ୟାଦିଙ୍କ ସହ ଆବଶ୍ୟକ ସମନ୍ୱୟ ସ୍ଥାପନ କରିବେ। ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଏଲଏଫସି ଦ୍ୱାରା ଡ୍ରୋନ କ୍ରୟ କରାଯିବ ଏବଂ ଡ୍ରୋନର ମାଲିକାନା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ଵା ଏସଏଚଜିର ସିଏଲଏଫ ପାଖରେ ରଖାଯିବ । – କୃଷି ସେବା ଯୋଗାଇବା ପାଇଁ ଡ୍ରୋନ୍ ର ଚାହିଦା ଥିବା ଅଞ୍ଚଳ/ କ୍ଲଷ୍ଟର ଓ ଏସ୍ଏଚଜି ଗୋଷ୍ଠୀ ସଠିକ ଚୟନ ଉପରେ ଏହି ଯୋଜନାର କାର୍ଯ୍ୟକାରିତା ନିର୍ଭର କରେ। ଯେହେତୁ କୃଷିକ୍ଷେତ୍ରରେ ଡ୍ରୋନର ପ୍ରଚଳନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ରାଜ୍ୟଗୁଡ଼ିକ ଗୋଷ୍ଠୀ ହସ୍ତକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିବେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ହାତ ଧରିବା ସହାୟତା ପ୍ରଦାନ କରିବେ ଏବଂ ବର୍ଷକୁ ଅତି କମରେ ୨୦୦୦ ରୁ ୨୫୦୦ ଏକର ପରିମିତ ଅଞ୍ଚଳରେ ବ୍ୟବସାୟ କରିବାରେ ସେମାନଙ୍କୁ ସାହାଯ୍ୟ କରିବେ । ଡିଏୱାଇ- ଏନଆରଏଲଏମର ରାଜ୍ୟ କୃଷି ବିଭାଗ ଏବଂ ରାଜ୍ୟ ମିଶନ ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ଦୃଢ଼ ସମନ୍ୱୟ ରହିବ ଏବଂ ସେମାନେ ରାଜ୍ୟସ୍ତରୀୟ କମିଟି ସହାୟତାରେ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ପାଇଁ ଯୋଜନାର ମାଲିକାନା ଗ୍ରହଣ କରିବେ । – ଏହି ଯୋଜନାର ପ୍ରଭାବଶାଳୀ ତଦାରଖ ଆଇଟି ଆଧାରିତ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ (ଏମଆଇଏସ) ଅର୍ଥାତ୍ ଡ୍ରୋନ ପୋର୍ଟାଲ ମାଧ୍ୟମରେ କରାଯିବ ଯାହା ସେବା ପ୍ରଦାନ ଏବଂ ତଦାରଖ, ପାଣ୍ଠି ପ୍ରବାହ ଏବଂ ପାଣ୍ଠି ବିତରଣ ପାଇଁ ଏଣ୍ଡ-ଟୁ-ଏଣ୍ଡ ସଫ୍ଟୱେୟାର ଭାବରେ କାର୍ଯ୍ୟ କରିବ । ଏହି ପୋର୍ଟାଲ ପ୍ରତ୍ୟେକ ଡ୍ରୋନର କାର୍ଯ୍ୟକଳାପ ଉପରେ ନଜର ରଖିବ ଏବଂ ଡ୍ରୋନ ବ୍ୟବହାର ବିଷୟରେ ଲାଇଭ୍ ସୂଚନା ପ୍ରଦାନ କରିବ । – ଏହି ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସ୍ଥାୟୀ ବ୍ୟବସାୟ ଏବଂ ଜୀବିକା ସହାୟତା ପ୍ରଦାନ କରିବ ଏବଂ ସେମାନେ ନିଜ ପାଇଁ ଅତିରିକ୍ତ ରୋଜଗାର କରିବାରେ ସକ୍ଷମ ହେବେ । ଉନ୍ନତ ଦକ୍ଷତା, ଫସଲ ଅମଳ ବୃଦ୍ଧି ଏବଂ କୃଷକଙ୍କ ହିତ ପାଇଁ ପରିଚାଳନା ଖର୍ଚ୍ଚ ହ୍ରାସ ନିମନ୍ତେ କୃଷିକ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବାରେ ଏହି ଯୋଜନା ସହାୟକ ହେବ।

Read More »

କେରଳ ପିରଭୀ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

କେରଳ ପିରଭୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “କେରଳ ପିରଭୀ ଅଭିନନ୍ଦନ ! କେରଳ ରାଜ୍ୟ ଏହାର ମନ୍ତ୍ରମୁଗ୍ଧ ପରିଦୃଶ୍ୟ, ଜୀବନ୍ତ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କ ପାଇଁ ଜଣାଶୁଣା । କେରଳର ଲୋକମାନେ ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଗାମୀ ଦିନରେ ରାଜ୍ୟବାସୀ ଏହି ଅଭିବୃଦ୍ଧି ଜାରି ରଖନ୍ତୁ ।” “കേരളപ്പിറവി ആശംസകൾ! മാസ്മരികമായ ഭൂപ്രകൃതിക്കും ഊർജസ്വലമായ പാരമ്പര്യത്തിനും കഠിനാധ്വാനികളായ ജനങ്ങൾക്കും പേരുകേട്ടതാണ് ഈ സംസ്ഥാനം. കേരളത്തിൽ നിന്നുള്ള ജനങ്ങൾ ലോകമെമ്പാടും, വിവിധ മേഖലകളിൽ തങ്ങളുടെ വ്യക്തിമുദ്ര പതിപ്പിച്ചിട്ടുണ്ട്. വരുംകാലങ്ങളിലും സംസ്ഥാനത്തെ ജനങ്ങൾ പുരോഗതി പ്രാപിക്കട്ടെ .”

Read More »

ଛତିଶଗଡ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଛତିଶଗଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ସମସ୍ତ ଛତିଶଗଡବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ମୋର ହାର୍ଦ୍ଦିକ ଶୁଭକାମନା । ଗୌରବମୟ ଲୋକ ପରମ୍ପରା ଏବଂ ଆଦିବାସୀ ସଂସ୍କୃତିର ଏକ ଚମତ୍କାର ମିଳନ ଦ୍ୱାରା ସୁସଜ୍ଜିତ ଏହି ରାଜ୍ୟ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି ।”

Read More »

କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “କର୍ଣ୍ଣାଟକର ଆଦର୍ଶ ସଂସ୍କୃତି ଏବଂ ପରମ୍ପରାକୁ ସ୍ୱୀକୃତି ଦେଇ କନ୍ନଡ ରାଜୋତ୍ସବ ଏକ ବିଶେଷ ଉତ୍ସବ । ଏହି ରାଜ୍ୟ ଉଲ୍ଲେଖନୀୟ ବ୍ୟକ୍ତିଙ୍କ ସହ ଆଶୀର୍ବାଦ ପ୍ରାପ୍ତ, ଯେଉଁମାନେ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ଏବଂ ନୂତନତ୍ୱକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି । କର୍ଣ୍ଣାଟକର ଲୋକମାନେ ସର୍ବଦା ସୁଖ ଏବଂ ସଫଳତାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।”

Read More »

ହରିୟାଣାର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ହରିୟାଣାର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ନିଜର ସମୃଦ୍ଧଶାଳୀ ଐତିହାସିକ ଐତିହ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହରିୟାଣା ଦେଶର ବିକାଶରେ ସର୍ବଦା ଉଲ୍ଲେଖନୀୟ ଅବଦାନ ରଖିଛି । ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଏହାର ଅଭିବୃଦ୍ଧିରେ ଭାଗିଦାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଦେବା ସହ ମୁଁ ସେମାନଙ୍କର ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି ।”

Read More »

ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ମଧ୍ୟପ୍ରଦେଶର ସମସ୍ତ ଅଧିବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସର ଅନେକ ଶୁଭକାମନା । ପ୍ରାକୃତିକ ସମ୍ପଦ ଏବଂ ସାଂସ୍କୃତିକ ଐତିହ୍ୟ ଦ୍ୱାରା ସମୃଦ୍ଧ ଏହି ରାଜ୍ୟ ସମସ୍ତ କ୍ଷେତ୍ରରେ ବିକାଶର ନୂଆ ମାନଦଣ୍ଡ ହାସଲ କରିବା ଜାରି ରଖୁ, ଏହା ମୋର କାମନା ।”

Read More »

ଭାରତୀୟ ଅର୍ଥନୀତିଜ୍ଞ ତଥା ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ରତୀୟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଡ. ବିବକେ ଦେବରାୟ ମହାନ ବିଦ୍ୱାନ ଥିଲେ ଏବଂ ଅର୍ଥଶଶର୍ସ୍ତ, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟ ବିବିଧ କ୍ଷେତ୍ରରେ ପାରଙ୍ଗମ ଥିଲେ । ନିଜ କାର୍ଯର୍୍ୟ ଜରିଆରେ ସେ ଭାରତର ବୌଦ୍ଧିକ ପରିଦୃଶ୍ୟ ଉପରେ ଏକ ଅଲିଭା ଛାପ ଛାଡ଼ିଛନ୍ତି । ସାର୍ବଜନୀକ ନୀତିରେ ଯୋଗଦାନ ସହିତ ସେ ଆମର ପ୍ରାଚୀନ ଗ୍ରନ୍ଥ ଉପରେ କାମ କରିଛନ୍ତି ଯାହାକୁ ଯୁବପିଢ଼ିଙ୍କ ପାଇଁ ସୁଲଭ କରି ଆନନ୍ଦ ପାଇପାରିଛନ୍ତି ।”

Read More »