ଶିକ୍ଷା ସବୁଠାରୁ ବଡ଼ ସାଧନ, ବଡ ମାଧ୍ୟମ। ଶିକ୍ଷାକୁ ମାଧ୍ୟମ କରି ବିଶ୍ୱଶାନ୍ତି ପ୍ରତିଷ୍ଠା ସହ ଆନ୍ତର୍ଜାତିକ ବୁଝାମଣା, ମହାକାଶ ଗବେଷଣା, ଦାରିଦ୍ର୍ୟ ଦୂରୀକରଣ ସହ ବିକାଶ ଓ ପ୍ରଗତି ସମ୍ଭବ ବୋଲି ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ଜାତୀୟ ଶିକ୍ଷା ଦିବସ ଉସ୍ତବରେ ମତ ପ୍ରକାଶ ପାଇଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କାଲାମଙ୍କ ଜୟନ୍ତୀକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ସାରା ଭାରତରେ ଆଜି …
Read More »