ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ମହାପର୍ବ ଛଟ୍ ର ଆଜି ନହାୟ-ଖାୟର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା । ବିଶେଷ ଭାବେ ବ୍ରତଧାରୀମାନଙ୍କୁ ମୋର ଅଭିନନ୍ଦନ । ଛଟ୍ ମା’ଙ୍କ କୃପାରୁ ଆପଣ ସମସ୍ତଙ୍କ ପୂଜା ସଫଳତାପୂର୍ବକ ସମ୍ପନ୍ନ ହେଉ, ଏହା ହିଁ ମୋର …
Read More »ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଭାଗ ନେଲେ ରାଷ୍ଟ୍ରପତି
ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଧର୍ମର ଭୂମି । ପ୍ରତ୍ୟେକ ଯୁଗରେ, ଭାରତରେ ମହାନ ଗୁରୁ ଏବଂ ରହସ୍ୟବାଦୀ, ଦର୍ଶକ ଏବଂ ସାଧକ ରହିଆସିଛନ୍ତି, ଯେଉଁମାନେ ମାନବିକତା ଭିତରେ ଶାନ୍ତି ଏବଂ ବାହାରେ ସଦ୍ଭାବ ଖୋଜିବାର ମାର୍ଗ ଦେଖାଇଛନ୍ତି। ଏହି ପଥପ୍ରଦର୍ଶକମାନଙ୍କ ମଧ୍ୟରେ ବୁଦ୍ଧଙ୍କ ସ୍ଥାନ ଅଦ୍ୱିତୀୟ । ବୋଦ୍ଧଗୟା ସ୍ଥିତ ବୋଧି ଗଛ ତଳେ ସିଦ୍ଧାର୍ଥ ଗୌତମଙ୍କ ଜ୍ଞାନ ପ୍ରାପ୍ତି ଇତିହାସରେ ଅଦ୍ୱିତୀୟ ଘଟଣା । ସେ କେବଳ ମଣିଷ ମନର କାର୍ଯ୍ୟ ବିଷୟରେ ତୁଳନାତ୍ମକ ଭାବରେ ସମୃଦ୍ଧ ଜ୍ଞାନ ହାସଲ କରିନଥିଲେ, ବରଂ ଜନତାଙ୍କ କଲ୍ୟାଣ ପାଇଁ ସେ “ବହୁଜନ ସୁଖାୟ ବହୁଜନ ହିତାୟ ଚ” ଚିନ୍ତାଧାରା ସହିତ ସମସ୍ତ ଲୋକଙ୍କୁ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଋାଷ୍ଟ୍ରପତି କହିଛନ୍ତି ଯେ, ଶତାବ୍ଦୀ ଧରି ଭିନ୍ନ ଭିନ୍ନ ଅଭ୍ୟାସକାରୀମାନେ ବୁଦ୍ଧଙ୍କ ବକ୍ତବ୍ୟର ଭିନ୍ନ ଅର୍ଥ ବାହାର କରୁଥିଲେ ଏବଂ ଏହପରି ଭାବରେ ବିଭିନ୍ନ ସମ୍ପ୍ରଦାୟର ସୃଷ୍ଟି ହୋଇଥିଲା । ବ୍ୟାପକ ବର୍ଗୀକରଣରେ ଆଜି ଆମର ଥେରବାଦ, ମହାଯାନ ଏବଂ ବଜ୍ରଯାନ ପରମ୍ପରା ଅଛି, ସେମାନଙ୍କ ମଧ୍ୟରେ ଅନେକ ବିଦ୍ୟାଳୟ ଏବଂ ସମ୍ପ୍ରଦାୟ ରହିଛି । ଏହାଛଡା, ବୁଦ୍ଧ ଧର୍ମର ଏପରି ବିକାଶ ଇତିହାସର ବିଭିନ୍ନ ସମୟ ମଧ୍ୟରେ ଅନେକ ଦିଗରେ ହୋଇଥିଲା । ବିସ୍ତାରିତ ଭୌଗଳିକ କ୍ଷେତ୍ରରେ ଧମ୍ମର ଏହି ବିସ୍ତାର ଏକ ସମ୍ପ୍ରଦାୟ, ଏକ ବଡ ସଂଘର ନିର୍ମାଣ କଲା । ଏକ ଅର୍ଥରେ, ଭାରତ ଯାହା ବୁଦ୍ଧଙ୍କ ଜ୍ଞାନ ଭୂମି ଅଟେ ଏହାର କେନ୍ଦ୍ରରେ ରହିଛି । କିନ୍ତୁ ଭଗବାନଙ୍କ ବିଷୟରେ ଯାହା କୁହାଯାଇଛି, ତାହା ଏହି ବୃହତ ବୌଦ୍ଧ ସଂଗଠନ ବିଷୟରେ ମଧ୍ୟ ସତ୍ୟ : ଏହାର କେନ୍ଦ୍ର ସବୁ ସ୍ଥାନରେ ରହିଛି ଏବଂ ପରିଧି କୌଣସି ସ୍ଥାନରେ ନାହିଁ । ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଯେତେବେଳେ ବିଶ୍ୱ ଅନେକ କ୍ଷେତ୍ରରେ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହେଉଛି, ଏହା ସମ୍ମୁଖରେ କେବଳ ବିବାଦ ନୁହେଁ, ବରଂ ଜଳବାୟୁ ସଂକଟ ମଧ୍ୟ ଦେଖାଦେଇଛି, ସେତେବେଳେ ଏକ ବୃହତ ବୌଦ୍ଧ ସମ୍ପ୍ରଦାୟକୁ ମାନବ ଜାତିକୁ କିଛି ଦେବାକୁ ପଡିବ । ବୌଦ୍ଧ ଧର୍ମର ବିଭିନ୍ନ ବିଦ୍ୟାଳୟ ସମଗ୍ର ବିଶ୍ୱକୁ ଦର୍ଶାଏ ଯେ କିପରି ସଂକୀର୍ଣ୍ଣ ସାମ୍ପ୍ରଦାୟିକତାକୁ ପ୍ରତିହତ କରାଯିବ । ସେମାନଙ୍କର ମୁଖ୍ୟ ବାର୍ତ୍ତା ଶାନ୍ତି ଏବ ଅହିଂସା ଉପରେ କେନ୍ଦ୍ରୀତ । ଯଦି କୌଣସି ଗୋଟିଏ ଶବ୍ଦ ବୁଦ୍ଧ ଧମ୍ମକୁ ବ୍ୟକ୍ତ କରିପାରିବ, ତେବେ ତାହା ହେଉଛି, କରୁଣା କିମ୍ବା ଦୟା, ଯାହାର ଆବଶ୍ୟକତା ଆଜି ବିଶ୍ୱକୁ ସର୍ବାଧିକ ରହିଛି । ରାଷ୍ଟ୍ରପତି କହିଛନ୍ତି ଯେ ବୁଦ୍ଧଙ୍କ ଶିକ୍ଷାର ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ଏକ ବଡ ସାମୂହିକ ପ୍ରୟାସ ଅଟେ । ସେ ଖୁସିରେ କହିଛନ୍ତି ଯେ ଭାରତ ସରକାର ଅନ୍ୟ ଭାଷା ମଧ୍ୟରେ ପାଲି ଏବଂ ପ୍ରାକୃତକୁ ‘ଶାସ୍ତ୍ରୀୟ ଭାଷା’ ର ମାନ୍ୟତା ଦେଇଛନ୍ତି । ସେ କହିଛନ୍ତି ଯେ ପାଲି ଏବଂ ପ୍ରାକୃତ ଭାଷାକୁ ଏବେ ଆର୍ôଥକ ସହାୟତା ଦିଆଯିବ, ଯାହା ସେମାନଙ୍କର ସାହିତ୍ୟିକ ଭଣ୍ଡାରର ସଂରକ୍ଷଣ ତଥା ପୁନରୁତ୍ଥାନରେ ଯଥେଷ୍ଟ ସହାୟକ ହେବ । ରାଷ୍ଟ୍ରପତି କହିଛନ୍ତି ଯେ ଆମକୁ ଏସିଆକୁ ମଜବୁତ କରିବା ପାଇଁ ବୁଦ୍ଧ ଧର୍ମର ଭୂମିକା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ପ୍ରକୃତରେ ବୁଦ୍ଧ ଧର୍ମ ଏସିଆ ଏବଂ ବିଶ୍ୱରେ ଶାନ୍ତି, ପ୍ରକୃତ ଶାନ୍ତି କିପରି ଆଣିପାରିବ ତାହା ଉପରେ ବିସ୍ତାର ଭାବରେ ଆଲୋଚନା କରିବାକୁ ପଡିବ । କେବଳ ଶାରୀରିକ ହିଂସା ନୁହେଁ ବରଂ ସମସ୍ତ ପ୍ରକାର ଲୋଭ ଏବଂ ଘୃଣାରୁ ମୁକ୍ତ ଶାନ୍ତି – ବୁଦ୍ଧଙ୍କ ଅନୁଯାୟୀ ଏହି ଦୁଇଟି ମାନସିକ ଶକ୍ତି ଆମର ସମସ୍ତ ଦୁଃଖର କାରଣ । ବୁଦ୍ଧଙ୍କ ଶିକ୍ଷାରେ ଆମର ସହଭାଗୀ ଐତିହ୍ୟକୁ ଆଧାର କରି ଏହି ସମ୍ମିଳନୀ ଆମର ସହଯୋଗକୁ ମଜବୁତ କରିବାରେ ବହୁ ଦୂର ଯିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ।
Read More »सीबीआई ने अवैध खनन मामले में 3 राज्यों की 16 जगहों पर की छापेमारी
नई दिल्ली. केंद्रीय जांच एजेंसी सीबीआई ने झारखंड के नींबू पहाड़ में अवैध खनन घोटाले के सिलसिले में मंगलवार को 16 स्थानों पर छापेमारी की. सीबीआई द्वारा स्टोन माइनिंग से जुड़े मामले में सर्च ऑपरेशन की कार्रवाई, जिसके तहत तीन राज्यों के 16 लोकेशन में सर्च ऑपरेशन चलाया गया. सीबीआई की …
Read More »झारखंड विधानसभा चुनाव के लिए इंडी गठबंधन ने घोषित किया घोषणापत्र
रांची. झारखंड विधानसभा चुनाव के लिए इंडिया गठबंधन ने अपना घोषणापत्र जारी कर दिया है। झारखंड की राजधानी रांची में मंगलवार JMM और कांग्रेस ने मिलकर इंडिया गठबंधन की 7 गारंटियों की घोषणा की। इस दौरान झारखंड के सीएम हेमंत सोरेन और कांग्रेस के राष्ट्रीय अध्यक्ष मल्लिकार्जुन खरगे मौजूद रहे। झारखंड …
Read More »सोने के वायदा में 58 रुपये और चांदी वायदा में 299 रुपये की बढ़तः क्रूड ऑयल में 9 रुपये का सुधार
नैचुरल गैस, कॉटन-केंडी, मेंथा तेल में नरमीः मेटल्स में वृद्धिः कमोडिटी वायदाओं में 9054.68 करोड़ रुपये और कमोडिटी ऑप्शंस में 31457.03 करोड़ रुपये का टर्नओवरः सोना-चांदी के वायदाओं में 5957.78 करोड़ रुपये का कारोबारः बुलियन इंडेक्स बुलडेक्स फ्यूचर्स 19521 पॉइंट के स्तर पर मुंबई. देश के अग्रणी कमोडिटी डेरिवेटिव्स एक्सचेंज …
Read More »मध्य प्रदेश सरकार महिलाओं को नौकरी में देगी 35% आरक्षण
भोपाल. मध्य प्रदेश में महिलाओं को सरकारी नौकरी में 35 प्रतिशत आरक्षण मिलेगा। यह आरक्षण एमपी में होने वाली सभी नियुक्तियों में दिया जाएगा। मंगलवार को हुई कैबिनेट की बैठक में इस फैसले पर मुहर लगी है। दरअसल, महिला आरक्षण 33% से बढ़ाकर 35% करने का निर्णय 3 अक्टूबर 2023 को …
Read More »दर्द की कहानी बताती अभिनेता अभिषेक बच्चन की फिल्म ‘आई वॉन्ट टू टॉक’ का ट्रेलर रिलीज
मुंबई. फिल्म निर्माता शूजित सरकार ने 23 अक्टूबर को अपने प्रशंसकों को खुश कर दिया था। उन्होंने अपनी अगली फिल्म ‘आई वांट टू टॉक’ का टीजर साझा किया था। अब निर्माताओं ने अभिषेक बच्चन अभिनीत फिल्म का पूरा ट्रेलर प्रशंसकों के साथ साझा किया है। राइजिंग सन फिल्म्स और किनो …
Read More »कनाडा पुलिस ने हिन्दू मंदिर पर हमला करने के आरोप में तीन लोगों को किया गिरफ्तार
टोरंटो. कनाडा के ब्रैम्पटन में हिंदू सभा मंदिर में हुए हमले से जुड़े मामले में सोमवार (चार नवंबर, 2024) को एक्शन हुआ. वहां की पुलिस ने तीन लोगों को अरेस्ट किया है. पील पुलिस की ओर से कहा गया कि ब्रैम्पटन में हिंदू सभा मंदिर में हुए हमले के मामले में …
Read More »अमेरिका के राष्ट्रपति चुनाव से पहले फूंके गए बैलेट बॉक्स, 2021 में भी हुई थी तोड़फोड़
वाशिंगटन. पिछले हफ्ते, प्रशांत नॉर्थवेस्ट में दो बैलेट बॉक्स को आग लगाकर क्षतिग्रस्त कर दिया गया था, जिसमें एक जगह पर सैकड़ों मतपत्र नष्ट हो गए थे। पड़ोसी पोर्टलैंड, ओरेगन में एक अग्निशमन प्रणाली ने इसी तरह की आग पर काबू पा लिया, जिससे नुकसान सीमित हो गया। बैलेट बॉक्स …
Read More »पाकिस्तान ने किया 350 किमी की रेंज वाली बैलिस्टिक मिसाइल का परीक्षण
इस्लामाबाद. पाकिस्तानी नौसेना ने सोमवार को युद्धपोत से लॉन्च होने वाली स्वदेशी रूप से विकसित बैलिस्टिक मिसाइल का परीक्षण किया है। पाकिस्तानी नौसेना के डायरेक्टर जनरल पब्लिक रिलेशन (DGPR) ने इसे एक सफल परीक्षण बताया है। एक प्रेस विज्ञप्ति के अनुसार, 350 किलोमीटर की रेंज वाली यह बैलिस्टिक मिसाइल काफी …
Read More »